ଇମ୍ଫା ସମେତ ୬ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର କଳିଙ୍ଗନଗରରେ ଇଣ୍ଡିଆନ ମେଟାଲସ୍ ଆଣ୍ଡ ଫେରୋ ଆଲଏଜ୍ ଲିଃ(ଇମ୍ଫା)ର ୫୪୭କୋଟି ଟଙ୍କାର ପ୍ରକଳ୍ପ ସମେତ ମୋଟ ୬ଟି ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ୬ଟି କମ୍ପାନୀର ମୋଟ ୧୭୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ପୁଞ୍ଜିନିବେଶ ମାଧ୍ୟମରେ ରାଜ୍ୟରେ ଅତିରିକ୍ତ ଭାବେ ୫୫୬୬ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି […]

40-mines-to-be-auctioned-in-odisha-says-minister

Manoranjan Sial
  • Published: Saturday, 16 November 2019
  • Updated: 16 November 2019, 09:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁରର କଳିଙ୍ଗନଗରରେ ଇଣ୍ଡିଆନ ମେଟାଲସ୍ ଆଣ୍ଡ ଫେରୋ ଆଲଏଜ୍ ଲିଃ(ଇମ୍ଫା)ର ୫୪୭କୋଟି ଟଙ୍କାର ପ୍ରକଳ୍ପ ସମେତ ମୋଟ ୬ଟି ପ୍ରକଳ୍ପକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ୬ଟି କମ୍ପାନୀର ମୋଟ ୧୭୫୩ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହି ପୁଞ୍ଜିନିବେଶ ମାଧ୍ୟମରେ ରାଜ୍ୟରେ ଅତିରିକ୍ତ ଭାବେ ୫୫୬୬ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ୮୭ତମ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଟେକ୍ସଟାଇଲ, ପରିଧାନ, ଫୁଡ୍ ପ୍ରୋସେସିଂ, ମେଟାଲ ଓ ମେଟାଲ ଡାଉନଷ୍ଟ୍ରିମ୍, ପ୍ଲାଷ୍ଟିକ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସବୁ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବ ସମ୍ପର୍କରେ ବୈଠକରେ ସୂଚନା ଦେଇଥିଲେ। ବିଭିନ୍ନ ଦିଗରୁ ବିଚାରବିମର୍ଶ ପରେ ୬ଟି କମ୍ପାନୀର ମୋଟ ୧୭୫୩କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି।

ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିଃ ପକ୍ଷରୁ ୮୩୫.୩୪ କୋଟି ଟଙ୍କା ବ୍ୟୟରେ କେନ୍ଦୁଝରର ଉଲିବୁରିରେ ଥିବା ତା’ର ଇସ୍ପାତ କାରଖାନାର ସମ୍ପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ଅତିରିକ୍ତ ଭାବେ ୫୦୧ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଯାଜପୁରର କଳିଙ୍ଗନଗରଠାରେ ଇମ୍ଫା ପକ୍ଷରୁ ୮୩୫.୩୪ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୯୬ହଜାର ମେଟ୍ରିକ ଟନ୍ ଫେରେକ୍ରୋମ ୟୁନିଟ୍ ସ୍ଥାପନ ସହ ୧୦ ମେଗାୱାଟର ଡବ୍ଲ୍ୟୁଏଚଆରବି ପାୱାର ପ୍ଲାଣ୍ଟ୍ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଯାହାକୁ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି ମଞ୍ଜୁରୀ ଦେଇଛନ୍ତି । ଏହି ଦୁଇ ପ୍ରକଳ୍ପ ମାଧ୍ୟମରେ ୯୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିପରି ଖୋର୍ଦ୍ଧାଠାରେ ପେଜ୍ ଇଣ୍ଡଷ୍ଟ୍ରିଜ୍ ଲିଃ ପକ୍ଷରୁ ୨୫୭.୫୦କୋଟି ଟଙ୍କା ବ୍ୟୟରେ ଏକ ଗାର୍ମେଣ୍ଟ ମ୍ୟାନୁଫାକଚରିଂ ୟୁନିଟ୍ ସ୍ଥାପନ ହେବ। ଏଠାରେ ୩୫୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି କମ୍ପାନୀ ପ୍ରତିଷ୍ଠିତ ବ୍ରାଣ୍ଡ ‘ଜକି’ ପରିଧାନ ପ୍ରସ୍ତୁତ କରିଥାଏ। ଅନ୍ୟ ପ୍ରକଳ୍ପଗୁଡ଼ିକ ମଧ୍ୟରେ କଟକର ରାମଦାସପୁରଠାରେ ଜୟ ଭାରତ ସ୍ପାଇସେସ୍ ପ୍ରାଃ ଲିଃ ପକ୍ଷରୁ ଆଳୁ ଚିପ୍ସ ଓ ଅନ୍ୟାନ୍ୟ ସ୍ନାକ୍ସ ପ୍ରସ୍ତୁତ କରାଯିବ। ଏଥିରେ କମ୍ପାନୀ ୫୦.୧୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଓ ୫୫୦ଜଣଙ୍କୁ ନୂଆ ନିଯୁକ୍ତି ସୁଯୋଗ ଯୋଗାଇ ଦେବ।

ସେହିପରି ସେଞ୍ଚୁରୀ ବ୍ରାଣ୍ଡ ମାଟ୍ରେସ୍ ପ୍ରସ୍ତୁତକାରୀ କମ୍ପାନୀ ଶ୍ରୀ ମାଲିନୀ ଫୋମସ୍ ପ୍ରାଃ ଲିଃ ପକ୍ଷରୁ ଖୋର୍ଦ୍ଧାରେ ୧୦କୋଟି ଟଙ୍କା ବ୍ୟୟରେ ଏକ ୟୁନିଟ୍ ସ୍ଥାପନ କରାଯିବ। ଏଥିରେ ଅତିରିକ୍ତ ଭାବେ ୨୫ ଜଣଙ୍କୁ ନୂଆ ନିଯୁକ୍ତି ମିଳିବ। ଯାଜପୁର କଳିଙ୍ଗନଗରର ବରଗାଡ଼ିଆଠାରେ ଥିବା ନିଜର ହୋଟେଲକୁ ସମ୍ପ୍ରସାରଣ ପାଇଁ ମେସର୍ସ ଦେଓ ରେସିଡେନ୍ସି ଆଣ୍ଡ ରିସୋର୍ଟ ଲିଃ ୫୩.୬୯କୋଟି ଟଙ୍କା ନିବେଶ କରିବ। ଏଥିରେ ଅତିରିକ୍ତ ଭାବେ ୯୦ଜଣଙ୍କୁ ନୂଆ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story