ମୁଖା ପିନ୍ଧି ଆସିଲେ, ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିଲେ ୧୪ ଲକ୍ଷ

ଝରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବେଳପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ଏକ୍ସିସ ବ୍ୟାଙ୍କରୁ ଆଜି ସ୍ୱଷ୍ଟ ଦିବା ଲୋକରେ ଲୁଟ୍‌ ହୋଇଛି। ୬ରୁ ଅଧିକ ମୁଖାପିନ୍ଧା ଲୁଟେରା ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରେ କଳାକନା ବୁଲାଇ ଦେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ ପୁଲିସ। ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ହେବ। ଏକ ନମ୍ବର ବିହୀନ […]

loot

loot

Manoranjan Sial
  • Published: Wednesday, 04 September 2019
  • Updated: 04 September 2019, 05:58 PM IST

Sports

Latest News

ଝରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବେଳପାହାଡ଼ ଥାନା ଅନ୍ତର୍ଗତ ଗୁମାଡେରା ଏକ୍ସିସ ବ୍ୟାଙ୍କରୁ ଆଜି ସ୍ୱଷ୍ଟ ଦିବା ଲୋକରେ ଲୁଟ୍‌ ହୋଇଛି। ୬ରୁ ଅଧିକ ମୁଖାପିନ୍ଧା ଲୁଟେରା ମାରଣାସ୍ତ୍ର ଦେଖାଇ ବ୍ୟାଙ୍କରେ କଳାକନା ବୁଲାଇ ଦେଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ ପୁଲିସ।

ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ହେବ। ଏକ ନମ୍ବର ବିହୀନ ଧଳା ସ୍କର୍ପିଓରେ ୬ ଜଣ ମୁଖାପିନ୍ଧା ବନ୍ଧୁକ ଧରି ଆସି ବ୍ୟାଙ୍କ ପାଖରେ ଅଟକି ଥିଲେ। ସ୍ଥିତି ଦେଖି ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ପ୍ରବେଶ କରି ଗ୍ରହକ ଓ କର୍ମଚାରୀଙ୍କଠାରୁ ମୋବାଇଲ୍‌ ଛଡ଼ାଇ ନେଇ ଯାଇଥିଲେ। ପରେ କ୍ୟାସ୍‌ କାଉଣ୍ଟରକୁ ଯାଇ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୪ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇ ଯାଇଥିଲେ।

ଦୁର୍ବୃତ୍ତଙ୍କ ମାଡ଼ରେ ଆକ୍ସିସ୍‌ ବ୍ୟାଙ୍କ ମ୍ୟାନେଜର (ଅପେରେସନ) ଆହତ ହୋଇଛନ୍ତି। ଏପରିକି ବ୍ୟାଙ୍କରେ ଥିବା ୩ ଜଣ ଗ୍ରାହକଙ୍କ ମୋବାଇଲ୍‌କୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ ସମ୍ପର୍କରେ ଖବର ପାଇ ଝାରସୁଗୁଡ଼ା ଏସ୍‌ପି ଅଶ୍ୱିନୀ ମହାନ୍ତି ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ବ୍ୟାଙ୍କ ଲୁଟ କରିଥିବା ୬ ଦୁର୍ବୃତ୍ତ ହିନ୍ଦୀ ଭାଷାରେ କଥା ହେଉଥିଲେ। ତେଣୁ ଏଥିରୁ ରାଜ୍ୟ ବାହାର ଗ୍ୟାଙ୍ଗର ହାତଥିବା ଅଭିଯୋଗ ହେଉଛି। ପୁଲିସ ମାମଲା ରୁଜୁ କରି ବେଲପାହାଡରୁ ଯାଉଥିବା ସବୁ ରାସ୍ତାରେ ନକାବନ୍ଦୀ କରି ତଦନ୍ତ ଆରମ୍ଭ କରୁଛି। ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story