କଲେଜ ୟୁନିଫର୍ମରେ ବ୍ୟାଙ୍କରେ ପଶିଲେ, ବନ୍ଧୁକ ଦେଖାଇ ୪୦ ଲକ୍ଷ ଲୁଟିଲେ

ବାଲେଶ୍ୱର(ଅଜିତ ଦାସ/ରଞ୍ଜିତ ପାକଳ): କଲେଜ ୟୁନିଫର୍ମ ପିନ୍ଧି ୬ ଜଣ ଯୁବକ ବ୍ୟାଙ୍କରେ ପଶିବା ପରେ ବନ୍ଧୁକ ଦେଖାଇ ୪୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଆଜି ଦିନ ଦି’ପହରରେ ଏପରି ଲୁଟ୍‌ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି। ସବୁଦିନ ପରି ଆଜି ଶ୍ରୀରାମପୁର ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଖୋଲିଥିଲା। ଲୋକଙ୍କ ଗହଳି ଚହଳି ଲାଗି ରହିଥିଲା। ସାଢ଼େ ୧୧ରୁ ୧୨ ଭିତରେ ୬ ଜଣ କଲେଜ ୟୁନିଫର୍ମ ପିନ୍ଧିଥିବା ଯୁବକ […]

balasore

balasore

Manoranjan Sial
  • Published: Thursday, 11 July 2019
  • Updated: 11 July 2019, 05:49 PM IST

Sports

Latest News

ବାଲେଶ୍ୱର(ଅଜିତ ଦାସ/ରଞ୍ଜିତ ପାକଳ): କଲେଜ ୟୁନିଫର୍ମ ପିନ୍ଧି ୬ ଜଣ ଯୁବକ ବ୍ୟାଙ୍କରେ ପଶିବା ପରେ ବନ୍ଧୁକ ଦେଖାଇ ୪୦ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଆଜି ଦିନ ଦି’ପହରରେ ଏପରି ଲୁଟ୍‌ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି।

ସବୁଦିନ ପରି ଆଜି ଶ୍ରୀରାମପୁର ସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଖୋଲିଥିଲା। ଲୋକଙ୍କ ଗହଳି ଚହଳି ଲାଗି ରହିଥିଲା। ସାଢ଼େ ୧୧ରୁ ୧୨ ଭିତରେ ୬ ଜଣ କଲେଜ ୟୁନିଫର୍ମ ପିନ୍ଧିଥିବା ଯୁବକ ବ୍ୟାଙ୍କ ଭିତରେ ପ୍ରବେଶ କଲେ। ସେମାନେ ପ୍ରଥମେ ଗ୍ରାହକଙ୍କୁ ନିଜ କବ୍‌ଜାକୁ ନେଇଥିଲେ। ପରେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲକର ଭାଙ୍ଗି ୪୦ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଗଲା ବେଳେ ବାହାର ପଟରୁ ବ୍ୟାଙ୍କର ଶଟର୍ ପକାଇ ଦେଇଥିଲେ।

ସ୍ଥାନୀୟ ଲୋକେ ଏନେଇ ବସ୍ତା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ ଭିତରୁ ୪ଟି ଅଫୁଟା ବୋମା ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ବସ୍ତା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି। ଶ୍ରୀରାମପୁରକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ପୁଲିସ ତଲାସି ଅଭିଯାନ ଚଳାଇଛି। ଅନ୍ୟପକ୍ଷରେ ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story