ବିପର୍ଯ୍ୟୟର କାରଣ ଖୋଜିବ କଂଗ୍ରେସର ୬ ସବ୍ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟକୁ ନେଇ ନେତାମାନଙ୍କ ମଧ୍ୟରେ ତୁତୁ-ମେମେ ଲାଗି ରହିଥିବାବେଳେ ପରାଜୟର କାରଣ ଖୋଜିବା ପାଇଁ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୬ଟି ସବକମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ଓ ଏହି କମିଟିଗୁଡ଼ିକ ମାସକ ମଧ୍ୟରେ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ। ରାଜ୍ୟରେ ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ପୂର୍ବରୁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ […]

Congress-is-indirectly-helping-ruling-bjd-in-odisha-say-political-analysts-1

Manoranjan Sial
  • Published: Saturday, 08 June 2019
  • Updated: 08 June 2019, 08:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟକୁ ନେଇ ନେତାମାନଙ୍କ ମଧ୍ୟରେ ତୁତୁ-ମେମେ ଲାଗି ରହିଥିବାବେଳେ ପରାଜୟର କାରଣ ଖୋଜିବା ପାଇଁ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୬ଟି ସବକମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି ଓ ଏହି କମିଟିଗୁଡ଼ିକ ମାସକ ମଧ୍ୟରେ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ।

ରାଜ୍ୟରେ ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ପୂର୍ବରୁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏହି କମିଟିର ବୈଠକ ଆଜି ଦ୍ୱିତୀୟ ଥର ପାଇଁ ବସିଥିଲା। ଏହି ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ୬ଟି ସବକମିଟି ଗଠନ କରାଯିବ। ପ୍ରତ୍ୟେକ କମିଟିରେ ୩ଜଣ ଲେଖାଏ ସଦସ୍ୟ ରହିବେ। ଏହି କମିଟି ଜିଲ୍ଲାଗସ୍ତରେ ଯାଇ ଦଳୀୟ କର୍ମକର୍ତ୍ତା, ସଦସ୍ୟ ଓ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରିବେ। ଏହାପରେ ସଂଗଠନକୁ କିଭଳି ସୁଦୃଢ଼ କରିହେବ ସେ ନେଇ ମଧ୍ୟ ପରାମର୍ଶ ଦେବେ। କମିଟିଗୁଡ଼ିକ ଠାରୁ ରିପୋର୍ଟ ମିଳିବା ପରେ ଏହାକୁ ଏଆଇସିସିକୁ ପଠାଯିବ। ମାସକ ମଧ୍ୟରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦଳର ପରାଜୟର କାରଣ ଖୋଜିବା ପାଇଁ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ୨୧ଜଣିଆ କମିଟି ଗଠନ କରାଯାଇଛି। ମେ’ ଶେଷ ସପ୍ତାହରେ ହୋଇଥିବା କମିଟିର ପ୍ରଥମ ସମୀକ୍ଷା ବୈଠକରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ସହପ୍ରଭାରୀ ଟିଏସ୍ ସିଂହଦେଓ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଓଡ଼ିଶାର ନିର୍ବାଚନ ଇତିହାସରେ କଂଗ୍ରେସ ପ୍ରଥମଥର ପାଇଁ ଏଭଳି ଶୋଚନୀୟ ପ୍ରଦର୍ଶନ କରିଛି। ଦଳର ବିଧାୟକ ସଂଖ୍ୟା ୯କୁ ଖସି ଆସିଥିବାବେଳେ ଗୋଟିଏ ମାତ୍ର ଲୋକସଭା ଆସନରେ କଂଗ୍ରେସ ବିଜୟୀ ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story