ଗାଁ ହେବ ତ ଏମିତି, ପଢ଼ନ୍ତୁ ଓଡ଼ିଶାର ଏକ ସ୍ମାର୍ଟ ଭିଲେଜର କାହାଣୀ

ବାରିପଦା(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନ ଲାଗି ଅଭିନବ ପ୍ରୟାସ। ଅଳିଆ ଆବର୍ଜନା ପକାଇବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ରଖାଯାଇଛି ଡଷ୍ଟବିନ। ଏଥିସହ ସମସ୍ତଙ୍କ ମାଟି କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଇଛି। ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାବଜୋଡ଼ା ଗାଁର। ଗାଁର ସମସ୍ତ ମହିଳା ଓ ପୁରୁଷଙ୍କୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପ୍ରତି ବେଶ ସଚେତନ କରାଯାଇଛି। ଅଳିଆ ଆର୍ବଜନା ଡଷ୍ଟବିନରେ ପକାଇବା ସହ ଓ ସମସ୍ତେ ଶୌଚାଳୟ ବ୍ୟବହାର […]

smart village in baripada

smart village in baripada

Rakesh Mallick
  • Published: Monday, 19 February 2018
  • Updated: 19 February 2018, 08:08 PM IST

Sports

Latest News

ବାରିପଦା(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟ, ସ୍ୱଚ୍ଛତା ପ୍ରତି ସଚେତନ ଲାଗି ଅଭିନବ ପ୍ରୟାସ। ଅଳିଆ ଆବର୍ଜନା ପକାଇବା ପାଇଁ ଗାଁର ବିଭିନ୍ନ ସ୍ଥାନରେ ରଖାଯାଇଛି ଡଷ୍ଟବିନ। ଏଥିସହ ସମସ୍ତଙ୍କ ମାଟି କାନ୍ଥରେ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କା ଯାଇଛି। ଏ ଦୃଶ୍ୟ ହେଉଛି ମୟୂରଭଞ୍ଜ ଜିଲ୍ଲା ବାବଜୋଡ଼ା ଗାଁର। ଗାଁର ସମସ୍ତ ମହିଳା ଓ ପୁରୁଷଙ୍କୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ପ୍ରତି ବେଶ ସଚେତନ କରାଯାଇଛି। ଅଳିଆ ଆର୍ବଜନା ଡଷ୍ଟବିନରେ ପକାଇବା ସହ ଓ ସମସ୍ତେ ଶୌଚାଳୟ ବ୍ୟବହାର କରୁଛନ୍ତି। ତୂଳି ପରିବର୍ତ୍ତେ କାଠିରେ କନା ଗୋଡ଼ାଇ କଳାକୃତି ଆଙ୍କୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚିତ୍ର ଆଙ୍କିବା ବେଳେ ରାସାୟନିକ ରଙ୍ଗ ବ୍ୟବହାର କରନ୍ତି ନାହିଁ। ମାଟି, ପେଜ ଓ ଗଛର ଅଠା ମିଶାଇ ରଙ୍ଗ ତିଆରି କରିଥାଆନ୍ତି।  ଅନ୍ୟପଟେ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଲୋକଙ୍କୁ ଉତ୍ସାହିତ କରିବା ପାଇଁ ପୁରସ୍କୃତ ବି କରାଯାଉଛିା

ଚଳିତ ବର୍ଷ ପାତା ପର୍ବ ଅବସରରେ ବିଭିନ୍ନ ଅଞ୍ଚଳରୁ ଆଦିବାସୀ ଲୋକେ ଆସି ଏଠାରେ ଆୟୋଜିତ ସମାବେଶରେ ସାମିଲ ହୋଇଥିଲେ। ଭଞ୍ଜ ଇପିଲ ରାନାକାବ ମାଡ଼ୱା କମିଟି ପକ୍ଷରୁ ଆୟୋଜିତ  ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଦିବାସୀଙ୍କ ନୃତ୍ୟଗୀତ ଗାଁ ପରିବେଶକୁ ଦ୍ୱିଗୁଣିତ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story