ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଅଚଳ କରିବ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିବା ସହ ଏହି ପ୍ରସଙ୍ଗରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଚେତାବନୀ ଦେଇଛି। ସ୍ମିତାରାଣୀଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ତାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପି ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ୍ ନକଲେ ଆଗାମୀ ବିଧାନସଭା ଅଧିବେଶନକୁ ଅଚଳ କରିଦିଆଯିବ ବୋଲି […]

bjd

bjd

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 06:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିବା ସହ ଏହି ପ୍ରସଙ୍ଗରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଚେତାବନୀ ଦେଇଛି। ସ୍ମିତାରାଣୀଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ ବରଂ ତାଙ୍କ ସହ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବିଜେପି ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ୍ ନକଲେ ଆଗାମୀ ବିଧାନସଭା ଅଧିବେଶନକୁ ଅଚଳ କରିଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଜିଲ୍ଲା ପୁଲିସ୍ ଓ ପ୍ରଶାସନ ଏବେ ସ୍ମିତାରାଣୀଙ୍କ ହତ୍ୟାର ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଥିବାରୁ ତାଙ୍କ ସ୍ୱାମୀ ଓ କୁନି ଝିଅକୁ ନ୍ୟାୟ ମିଳିବା ସମ୍ଭବପର ନୁହେଁ। ସ୍ମିତାରାଣୀଙ୍କ ପରିବାର ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ତାଙ୍କ ପରିବାରକୁ ୨୪ଘଣ୍ଟିଆ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ବିଜେପି ଦାବି କରୁଛି। ସ୍ମିତାରାଣୀଙ୍କ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ଯେଭଳି ଆଚରଣ କରୁଛନ୍ତି ଓ ତାଙ୍କ ପରିବାରକୁ ନ୍ୟାୟ ଦେବାରେ ବେପରୁୱା ନୀତି ପୋଷଣ କରୁଛନ୍ତି ତା’ ବିରୁଦ୍ଧରେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧି ଦଳ ଖୁବଶୀଘ୍ର ଦିଲ୍ଲୀ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଓ ରାଷ୍ଟ୍ରୀୟ ମହିଳା ଆୟୋଗଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବ। ଏହାସହିତ ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ଯଦି ସ୍ମିତାରାଣୀଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ୍ ନକରନ୍ତି ତା’ହେଲେ ବିରୋଧୀ ଦଳ ଭାବେ ବିଜେପି ଆଗାମୀ ବିଧାନସଭା ଅଧିବେଶନକୁ ଅଚଳ କରାଇବାକୁ ବାଧ୍ୟ ହେବ।

ସ୍ମିତାରାଣୀଙ୍କ ମୃତ୍ୟୁ ପରେ ତାଙ୍କର ଚରିତ୍ରକୁ ନେଇ ଯାଜପୁର ଜିଲ୍ଲା ଏସିପିଙ୍କ ଅପରିପକ୍ୱ ବୟାନ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଯେଭଳି ମତ ରଖିଥିବାରୁ ଉଭୟଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ବିଜେପି ଦାବି କରୁଛି। ଫାଇଭ-ଟି ଓ ମୋ ସରକାର କଥା କହୁଥିବା ଏ ରାଜ୍ୟ ସରକାର ପ୍ରକୃତରେ ଏକ ଠକ ସରକାର। ସ୍ମିତାରାଣୀ ହତ୍ୟା ଓ ଗଣଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ହେଲେ ହିଁ ସତ ପଦାକୁ ଆସିବ। ଏହାବ୍ୟତୀତ ହରିଦାସପୁରର ଯେଉଁ ରଙ୍ଗଶାଳାରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଛି ସେଠାରେ ପୂର୍ବରୁ ଅନେକ ହତ୍ୟା ଓ କେଳେଙ୍କାରୀ ହୋଇଥିବା ବିଜେପି ସନ୍ଦେହ କରୁଛି । ତେଣୁ ସିବିଆଇ ତଦନ୍ତ ହିଁ ଏସବୁ ଘଟଣାର ପର୍ଦ୍ଦାଫାସ କରିବାରେ ସକ୍ଷମ ହେବ।

ଶ୍ରୀ ନାଏକ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥାନୀୟ ତହସିଲ ଅଫିସର ତଥ୍ୟ ଅନୁସାରେ ୨୦୧୮ ମାର୍ଚ୍ଚ ୨୭ ତାରିଖରେ ଏହି ରଙ୍ଗଶାଳାକୁ ଉଚ୍ଛେଦ କରାଯାଇଛି। ଆରଆଇ କ୍ଷୀରାଦ୍ଦି ପଣ୍ଡାଙ୍କ ସ୍ୱାକ୍ଷରରେ ଏକ ଉଚ୍ଛେଦ ରିପୋର୍ଟ ୨୦୧୮ ମାର୍ଚ୍ଚ ୨୭ତାରିଖରେ ତହସିଲ ଅଫିସକୁ ଦିଆଯାଇଛି। ରାଜ୍ୟ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳ ଏହି ରିପୋର୍ଟର ସତ୍ୟତା ଉପରେ ତୁରନ୍ତ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ଦାବି କରୁଛି। ଏହି ରଙ୍ଗଶାଳାର ମିଛ ଉଚ୍ଛେଦର ଖଳ ନାୟକ କେଉଁମାନେ ଥିଲେ? ଅଭିଯୁକ୍ତ ରୂପେଶ୍ ଭଦ୍ରର କାହା ସହିତ ସମ୍ପର୍କ ଅଛି ଓ ସେହି ରଙ୍ଗମହଲକୁ କେଉଁମାନେ ଆସନ୍ତି ତାହା ମଧ୍ୟ ସାମନାକୁ ଆସିବ। ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ହୋଇଥିବା ଏହି ରଙ୍ଗଶାଳା ବା ଗେଷ୍ଟହାଉସର ସିସିଟିଭି ଫୁଟେଜ୍ ଓ ହତ୍ୟା ପରେ ସ୍ମିତାରାଣୀଙ୍କୁ ନିଆଯାଇଥିବା ଗାଡ଼ି କୁଆଡ଼େ ଗଲା? ଘଟଣା ଦିନ ପୁଲିସ୍ ସେହି ସିସିଟିଭି ଫୁଟେଜ,ଗାଡ଼ି ଓ ରଙ୍ଗଶାଳାକୁ କାହିଁକି ସିଜ୍ କଲା ନାହିଁ ? ଘଟଣା ସମୟରେ ଗେଷ୍ଟ ହାଉସରେ ଥିବା ୨ ଜଣ ବିଜେଡିର ସମିତିସଭ୍ୟ, ଜଣେ ଜିଲ୍ଲା ପରିଷଦ ସଦସ୍ୟ ଏବଂ ଜଣେ ରାମକୋର ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ଖସାଇ ଦେବାକୁ କିଏ ଉଦ୍ୟମ କରୁଛି ତାହା ଲୋକଲୋଚନକୁ ଆସିବା ଜରୁରୀ। ଅଭିଯୁକ୍ତମାନଙ୍କୁ ଗିରଫ ନକରି ଓଲଟା ସ୍ମିତାରାଣୀଙ୍କ ପରିବାର ସଦସ୍ୟଙ୍କୁ ଆଣି ପୁଲିସ୍ କାହା ଚାପରେ ଜେରା କରିଥିଲା ବୋଲି ବିଜେପି ପ୍ରଶ୍ନ କରିଛି।
ଏହି ସାମ୍ବାଦିକ ସମ୍ମିଳନିରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ମୁକେଶ ମାହାଲିଙ୍ଗ, ମୁଖପାତ୍ର ଗୋଲକ ମହାପାତ୍ର, ସମ୍ପାଦକ କାଳନ୍ଦୀ ସାମଲ ଓ ଗୌତମ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story