ପଞ୍ଜୁରୀ ଭିତରେ ନାଗ-ଚଢ଼େଇ ମୁହାଁମୁହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଜୁରୀ ଭିତରେ ଚାଲିଛି ନାଗ ଓ ଚଢେଇ ମଧ୍ୟରେ ଛକାପଞ୍ଝା। ହଠାତ୍‌ ନାଗ ସାପଟି ପଞ୍ଜୁରୀ ଭିତରକୁ ପଶି ଆସିବାରୁ ପଞ୍ଜୁରୀ ଭିତରେ ଥିବା ଚଢ଼େଇମାନେ ଜୋରରେ ଶବ୍ଦ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀର ରଗଡ଼ି ଗାଁରେ। ଗତକାଲି ସନ୍ଧ୍ୟା ବେଳେ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ପଞ୍ଜୁରୀ ଭିତରେ ନାଗ ସାପଟି ପଶି ୩ଟି ଚଢେଇଙ୍କୁ ଖାଇ […]

snake6666

snake6666

Tapaswini Nayak
  • Published: Friday, 24 July 2020
  • Updated: 24 July 2020, 02:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଜୁରୀ ଭିତରେ ଚାଲିଛି ନାଗ ଓ ଚଢେଇ ମଧ୍ୟରେ ଛକାପଞ୍ଝା। ହଠାତ୍‌ ନାଗ ସାପଟି ପଞ୍ଜୁରୀ ଭିତରକୁ ପଶି ଆସିବାରୁ ପଞ୍ଜୁରୀ ଭିତରେ ଥିବା ଚଢ଼େଇମାନେ ଜୋରରେ ଶବ୍ଦ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ଏଭଳି ଘଟଣା ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବାଙ୍କୀର ରଗଡ଼ି ଗାଁରେ।

ଗତକାଲି ସନ୍ଧ୍ୟା ବେଳେ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ପଞ୍ଜୁରୀ ଭିତରେ ନାଗ ସାପଟି ପଶି ୩ଟି ଚଢେଇଙ୍କୁ ଖାଇ ଦେଇଥିଲା । ତାପରେ ବସା ଭିତରେ ଅଣ୍ଡା ଖାଇବା ପାଇଁ ଉଦ୍ୟମ କରିଥିଲା, ଏହା ଦେଖି ଅନ୍ୟ ତିନୋଟି ଚଢେଇ ସାପକୁ ଘେରି ଯାଇଥିଲେ। କିଛି ଏହି ପରି ଛକାପଞ୍ଝା ଲାଗି ରହିଥିଲା ମା ଚଢେଇଙ୍କ ଆକ୍ରମଣରେ ସାପଟି ବାଧ୍ୟ ହୋଇ ଗିଳିଥିବା ଚଢ଼େଇଙ୍କୁ ବାନ୍ତି କରିଥିଲା ।

ତଥାପି ଚଢେଇମାନେ ଆକ୍ରମଣ କରିବା ଜାରି ରଖିଥିଲେ । ଚଢ଼େଇମାନଙ୍କ ଉଗ୍ର ରୂପ ଦେଖି ସାପଟି ନିଜକୁ ରକ୍ଷା କରିବାକୁ ଯାଇ  ଏକ ମାଟି ପାତ୍ର ଭିତରେ ପଶି ଯାଇଥିଲା  । ସ୍ନେକ ହେଲ୍ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ପହଞ୍ଚି ହୁକ୍‌ ଦ୍ୱାରା ସାପଟିକୁ ଟାଣିବା ପାଇଁ ଚେଷ୍ଟା କରିଥିଲେ। ମାତ୍ର ନାଗଟି ନିଜ ମୁଣ୍ଡକୁ ମାଟି ପାତ୍ର ବାହାରକୁ ଆଣିବା ମାତ୍ରେ, ଚଢେଇମାନେ ବାରମ୍ବାର ତା’ ମୁଣ୍ଡକୁ ନିଜ ଥଣ୍ଟ ଦ୍ୱାରା ଖୁମ୍ପି ପକାଉଥିଲେ।  ଯାହା ଫଳରେ ସାପଟି ଆଉ ବସା ଭିତରୁ ବାହାରି ନଥିଲା ।

ବାଧ୍ୟ ହୋଇ  ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ଦୁର୍ଗାମାଧବ ସତର୍କତା ସହିତ ପଞ୍ଜୁରୀ ଭିତରେ ହାତ ଭର୍ତ୍ତି କରି ପ୍ରଥମେ ଚଢେଇ ତିନୋଟି ସୁରକ୍ଷିତ ଭାବରେ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ।  ଚଢେଇ ୩ଟି କୁ ପଞ୍ଜୁରୀରୁ ବାହାର କରି ସାରିବା ପରେ ସାପଟି ଆପେ ଆପେ ବସା ଭିତରୁ ବାହାରି ଆସିଥିଲା ।  ଏହି ନାଗ ସାପଟି ସାଢେ ୩ ଫୁଟ ଲମ୍ବର ହେବ ବୋଲି ସ୍ନେକ ହେଲ୍‌ପ ଲାଇନ ସଂଯୋଜକ ଲଳିତ ମୋହନ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story