୧୯ଟି ଡିଗ୍ରୀ କଲେଜକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମ୍‌ସ ନିୟମ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ନାମଲେଖାଇ ଥିବା ରାଜ୍ୟର ୧୯ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପଠାଇଛି କାରଣ ଦର୍ଶାଅ ନୋଟିସ୍‌। ଜାନୁଆରୀ ୧୧ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସଂପୃକ୍ତ ଡିଗ୍ରୀ କଲେଜ ଗୁଡ଼ିକର ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍‌ସ ନିୟମ ଉଲ୍ଲଂଘନ କରିଥିବାରୁ ସଂପୃକ୍ତ କଲେଜ ଗୁଡ଼ିକର ନାମଲେଖା ଟିମ୍‌ ଗୁଡ଼ିକ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ସେମାନଙ୍କ (ଅଧ୍ୟକ୍ଷମାନଙ୍କ) ଉପରେ […]

Letter

Letter

Jitendra Garnayak
  • Published: Saturday, 07 January 2023
  • Updated: 07 January 2023, 07:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମ୍‌ସ ନିୟମ ଉଲ୍ଲଂଘନ କରି ଛାତ୍ରଛାତ୍ରୀଙ୍କ ନାମଲେଖାଇ ଥିବା ରାଜ୍ୟର ୧୯ଟି ଡିଗ୍ରୀ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପଠାଇଛି କାରଣ ଦର୍ଶାଅ ନୋଟିସ୍‌। ଜାନୁଆରୀ ୧୧ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ସଂପୃକ୍ତ ଡିଗ୍ରୀ କଲେଜ ଗୁଡ଼ିକର ଅଧ୍ୟକ୍ଷ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାମ୍‌ସ ନିୟମ ଉଲ୍ଲଂଘନ କରିଥିବାରୁ ସଂପୃକ୍ତ କଲେଜ ଗୁଡ଼ିକର ନାମଲେଖା ଟିମ୍‌ ଗୁଡ଼ିକ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ସେମାନଙ୍କ (ଅଧ୍ୟକ୍ଷମାନଙ୍କ) ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ତା’ର ଜବାବ ଦେବାକୁ କାରଣ ଦର୍ଶାଅ ନୋଟିସ୍‌ରେ ଉଲ୍ଲେଖ କରିଛି ଉଚ୍ଚଶିକ୍ଷା ବିଭାଗ।

୧୯ଟି ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସ୍‌ରେ ଏହା ବି ଲେଖାଯାଇଛି ଯେ ଇ-ଆଡ୍‌ମିଶନ ନିୟମ ଭଙ୍ଗ କରାଯାଇ ନାଁ ଲେଖା ଯାଇଥିବା ଯୋଗୁ ଛାତ୍ରଛାତ୍ରୀଙ୍କ କ୍ୟାରିୟର ନଷ୍ଟ ହୋଇପାରେ।

୨୦୨୨-୨୩ ଶିକ୍ଷା ବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ସାମ୍‌ସ ମାଧ୍ୟମରେ ନାମ ଲେଖାଇ ନଥିଲେ ସେମାନଙ୍କ ନାଁ ନାମଲେଖା ତାଲିକାରେ ସାମିଲ କରିବାକୁ ଏହି ୧୯ ଡିଗ୍ରୀ କଲେଜ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯିବା ପରେ ବିଭାଗ ପକ୍ଷରୁ ଏହି କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି।

ଯେଉଁ କଲେଜ ଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି, ସେଗୁଡ଼ିକ ହେଉଛି- ଅନୁଗୋଳର କଣିହାଁ ଡିଗ୍ରୀ କଲେଜ ଓ ବଇଣ୍ଡା ସ୍ଥିତ ଜନତା ଡିଗ୍ରୀ କଲେଜ, ବାଲେଶ୍ୱରର ଅନନ୍ତପୁର ସ୍ଥିତ ସରସ୍ୱତୀ ଡିଗ୍ରୀ ମହାବିଦ୍ୟାଳୟ ଓ ଗୋପାଳଗାଁ ସ୍ଥିତ କଲେଜ ଅଫ୍ ବେସିକ୍ ସାଇନ୍ସ ଓ ଟେକ୍ନୋଲୋଜି, ଭଦ୍ରକର ଗାୟତ୍ରୀମାତା ସଂସ୍କୃତ ଡିଗ୍ରୀ କଲେଜ, କଟକର ଟାଙ୍ଗୀ ମହାବିଦ୍ୟାଳୟ, ନେତାଜୀ ସୁବାଷ ମେମୋରିଆଲ ସିଟି ଡିଗ୍ରୀ କଲେଜ ଓ ଅଡ଼ଶପୁର ସ୍ଥିତ ଉଦୟନାଥ (ସ୍ୱୟଂଶାସିତ) କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଢେଙ୍କାନାଳର ଭୁବନ ସ୍ଥିତ ବାଜି ରାଉତ ମେମୋରିଆଲ ଡିଗ୍ରୀ କଲେଜ, ଗଞ୍ଜାମର ଯଶୋଦା ମହିଳା ଡିଗ୍ରୀ କଲେଜ, ଯାଜପୁରର ଚିତାଳ ଡିଗ୍ରୀ ମହାବିଦ୍ୟାଳୟ, ଖୋର୍ଦ୍ଧାର ସାରଦା ବିହାର ସ୍ଥିତ ନିସ୍ ଡିଗ୍ରୀ କଲେଜ, ଡେଲ୍‌ଟା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚର ଆଣ୍ଡ ମ୍ୟାନେଜମେଣ୍ଟ ଓ ବାଲୁଗାଁ ଡିଗ୍ରୀ କଲେଜ, ମାଲକାନଗିରିର ଗୋବିନ୍ଦପାଲ୍ଲୀ ସ୍ଥିତ ବିଜୁ ପଟ୍ଟନାୟକ ଡିଗ୍ରୀ କଲେଜ ଅଫ୍ ଏଜୁକେଶନ, ନୟାଗଡ଼ର ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ, ପୁରୀର ବ୍ରହ୍ମେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ, ନୀଳାଚଳ ନାରାୟଣ ଆୟୁର୍ବେଦ ଚତୁଃସ୍ପତି ଡିଗ୍ରୀ କଲେଜ ଓ ମହାତ୍ମା ଗାନ୍ଧି ମେମୋରିଆଲ୍ ଡିଗ୍ରୀ କଲେଜ ଅଫ୍ ଏଜୁକେଶନ ଆଣ୍ଡ ଟେକ୍ନୋଲୋଜି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story