ବଢ଼ୁଛି ଶୀତର ପ୍ରକୋପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ ଶୀତର ଲହରୀ ବଢ଼ି ବଢ଼ି ଚାଲିଛି। ପ୍ରବଳ ଶୀତ ଯୋଗୁ କିଛି ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି। ଗତକାଲି ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସିଆସିଥିବା ବେଳେ ଅନୁଗୋଳରେ ପାରଦ ୧୦ ଡିଗ୍ରୀକୁ ଖସିଆସିଛି। ଦାରିଙ୍ଗବାଡ଼ିରେ ତାପମାତ୍ରା ୧୩. ୩ ଡିଗ୍ରୀ ରେକର୍ଡ ହୋଇଛି। ଦିନକୁ ଦିନ ପାରଦ ଖସୁଥିବା ଯୋଗୁ ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେବାରେ ଲାଗିଛି। ଫୁଲବାଣୀ, ଦାରିଙ୍ଗବାଡ଼ି କୋରାପୁଟ ଆଦି […]

cold-1-12

cold-1-12

Tapaswini Nayak
  • Published: Wednesday, 25 December 2019
  • Updated: 25 December 2019, 01:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ ଶୀତର ଲହରୀ ବଢ଼ି ବଢ଼ି ଚାଲିଛି। ପ୍ରବଳ ଶୀତ ଯୋଗୁ କିଛି ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି।

ଗତକାଲି ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସିଆସିଥିବା ବେଳେ ଅନୁଗୋଳରେ ପାରଦ ୧୦ ଡିଗ୍ରୀକୁ ଖସିଆସିଛି। ଦାରିଙ୍ଗବାଡ଼ିରେ ତାପମାତ୍ରା ୧୩. ୩ ଡିଗ୍ରୀ ରେକର୍ଡ ହୋଇଛି। ଦିନକୁ ଦିନ ପାରଦ ଖସୁଥିବା ଯୋଗୁ ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେବାରେ ଲାଗିଛି।

ଫୁଲବାଣୀ, ଦାରିଙ୍ଗବାଡ଼ି କୋରାପୁଟ ଆଦି ଅଞ୍ଚଳରେ ଲୋକେ ନିଆଁ ଜାଳି ବସି ରହୁଛନ୍ତି। ଏସବୁ ଅଞ୍ଚଳରେ କୋହଲା ପାଗ ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story