ପୁଅ ନାଁରେ କଳଙ୍କ; ପରିବାର ଲୋକଙ୍କୁ ଘରେ ପୂରାଇ ଲଗାଇ ଦେଲା ନିଆଁ

କାମାକ୍ଷାନଗର(ବିଦ୍ୟାଧର ବରାଳ):  ମଦ୍ୟପ ପୁଅ ଘଟାଇଲା ଉନ୍ମତ୍ତ କାଣ୍ଡ । ନିଜ ପରିବାର ଲୋକଙ୍କୁ ଘରେ ତାଲା ପକାଇ ନିଆଁ ଲଗାଇଦେଲା। ସୌଭାଗ୍ୟବଶଃତ ଗ୍ରାମବାସୀ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଥାନାରେ ଅଟକ ଅଛି ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୋକସା ଗାଁରେ ଘଟିଛି । ଅଭିଯୁକ୍ତଜଣକ ହେଲେ ଶତ୍ରୁଘ୍ନ ବେହେରା । ସୂଚନା ଅନୁଯାୟୀ, ଶତ୍ରୁଘ୍ନ ବେହେରା ଗାଡ଼ି ଚଳାଉଥିବା […]

fire

fire

Niharika Rout
  • Published: Tuesday, 25 January 2022
  • Updated: 25 January 2022, 11:38 AM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ):  ମଦ୍ୟପ ପୁଅ ଘଟାଇଲା ଉନ୍ମତ୍ତ କାଣ୍ଡ । ନିଜ ପରିବାର ଲୋକଙ୍କୁ ଘରେ ତାଲା ପକାଇ ନିଆଁ ଲଗାଇଦେଲା। ସୌଭାଗ୍ୟବଶଃତ ଗ୍ରାମବାସୀ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଥାନାରେ ଅଟକ ଅଛି ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୋକସା ଗାଁରେ ଘଟିଛି । ଅଭିଯୁକ୍ତଜଣକ ହେଲେ ଶତ୍ରୁଘ୍ନ ବେହେରା ।

ସୂଚନା ଅନୁଯାୟୀ, ଶତ୍ରୁଘ୍ନ ବେହେରା ଗାଡ଼ି ଚଳାଉଥିବା ବେଳେ ସବୁବେଳେ ମଦ୍ୟପାନ କରି ଘରେ ଝଗଡ଼ା କରିଥାନ୍ତି। ପୂର୍ବରୁ ପତ୍ନୀ ସୀମାଙ୍କୁ   ନିର୍ଯାତନା ଦେଇ ୪ ମାସ ଧରି ଜେଲରେ ରହିଥିଲେ । ଗତକାଲି ମଧ୍ୟ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ନିଶାସକ୍ତ ଅବସ୍ଥାରେ ଉତ୍ତ୍ୟକ୍ତ ହୋଇ ବାପା, ମା’, ପତ୍ନୀ, ପିଲାଙ୍କୁ ଘରେ ପୂରାଇ ବାହାରୁ କବାଟ ଦେଇଦେଇଥିଲା। ଏହାପରେ ଘରେ ନିଆଁ ଲଗାଇ  ଦେଇଥିଲା।

[caption id="attachment_708906" align="aligncenter" width="650"]fire- ଉଦ୍ଧାର ହୋଇଥିବା ପରିବାର ଲୋକ ।[/caption]

ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଅଗ୍ନିକାଣ୍ଡରେ ୩ ବଖରା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି।  ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । କାମାକ୍ଷାନଗର ପୁଲିସ୍‌ ଅଭିଯୁକ୍ତ ମଦ୍ୟପ ପୁଅକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story