ମଦ ପିଇବାକୁ ଟଙ୍କା ନଦେବାରୁ ବାପାକୁ ପୋଡ଼ି ଦେଲା ପୁଅ 

କେନ୍ଦୁଝର(ପ୍ରଣୟ ପାଣି): ମଦ ପିଇବା ପାଇଁ ବାପାଙ୍କୁ ୫ଶହ ଟଙ୍କା ମାଗିଲା। ହେଲେ ବାପା  ଦେବାକୁ ମନା କଲେ। ଏତିକିରେ ରାଗିଯାଇ ପୁଅ ବାପାକୁ ଜିଅନ୍ତା ଜାଳିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ବୀରବରପୁର ଗାଁରେ। ସୂଚନାଅନୁସାରେ, ବୁଧବାର ରାତିରେ ଗାଁର ସୁରେନ୍ଦ୍ର ବେହେରା (୨୮) ତାଙ୍କ ବାପା ରବୀନ୍ଦ୍ରନାଥ ବେହେରା (୬୫)ଙ୍କୁ ମଦ ପିଇବା ପାଇଁ ୫୦୦ ଟଙ୍କା ମାଗିଥିଲା। ରବୀନ୍ଦ୍ର  ଟଙ୍କା ନଦେବାରୁ ସୁରେନ୍ଦ୍ର ତାଙ୍କ ଉପରେ […]

burn

burn

Manoranjan Sial
  • Published: Thursday, 07 February 2019
  • Updated: 07 February 2019, 04:30 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ମଦ ପିଇବା ପାଇଁ ବାପାଙ୍କୁ ୫ଶହ ଟଙ୍କା ମାଗିଲା। ହେଲେ ବାପା  ଦେବାକୁ ମନା କଲେ। ଏତିକିରେ ରାଗିଯାଇ ପୁଅ ବାପାକୁ ଜିଅନ୍ତା ଜାଳିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ଟାଉନ୍‌ ଥାନା ଅନ୍ତର୍ଗତ ବୀରବରପୁର ଗାଁରେ।

ସୂଚନାଅନୁସାରେ, ବୁଧବାର ରାତିରେ ଗାଁର ସୁରେନ୍ଦ୍ର ବେହେରା (୨୮) ତାଙ୍କ ବାପା ରବୀନ୍ଦ୍ରନାଥ ବେହେରା (୬୫)ଙ୍କୁ ମଦ ପିଇବା ପାଇଁ ୫୦୦ ଟଙ୍କା ମାଗିଥିଲା। ରବୀନ୍ଦ୍ର  ଟଙ୍କା ନଦେବାରୁ ସୁରେନ୍ଦ୍ର ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା।

ରବୀନ୍ଦ୍ରଙ୍କ ଚିତ୍କାର ଶୁଣି ପରିବାର ଲୋକେ ଆସି ନିଆଁ ଲିଭାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଖବର ପାଇ ପୁଲିସ୍‌ ଗାଁରେ ପହଞ୍ଚି ସୁରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story