ସୋନିଆ ଏବଂ ରାହୁଲଙ୍କୁ ଭେଟିଲେ ଓଡ଼ିଶାର ୧୨ କଂଗ୍ରେସ ବିଧାୟକ: କହିଲେ ସାକ୍ଷାତ ସୌଜନ୍ୟମୂଳକ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୃଥକ ଭାବେ ଆଜି ରାଜ୍ୟର ୧୨ଜଣ ବିଧାୟକ ଭାଟିଛନ୍ତି । ଏହି ବିଧାୟକମାନେ ପ୍ରଥମେ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ପରେ ରାହୁଲଙ୍କୁ ଭେଟିଥିଲେ । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଫେରାଦ ହେବାକୁ ଏହି ନେତାମାନେ ଦିଲ୍ଲୀ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଛନ୍ତି। ଲୁଲୁଙ୍କର ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି […]

congres

congres

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 09:55 AM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୃଥକ ଭାବେ ଆଜି ରାଜ୍ୟର ୧୨ଜଣ ବିଧାୟକ ଭାଟିଛନ୍ତି । ଏହି ବିଧାୟକମାନେ ପ୍ରଥମେ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବା ପରେ ରାହୁଲଙ୍କୁ ଭେଟିଥିଲେ । ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ବିରୋଧରେ ଫେରାଦ ହେବାକୁ ଏହି ନେତାମାନେ ଦିଲ୍ଲୀ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଛନ୍ତି। ଲୁଲୁଙ୍କର ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ତାରା ବାହିନୀପତି କହିଛନ୍ତି, ଏହା କଂଗ୍ରେସ କର୍ମୀଙ୍କ ମନୋବଳ ଭାଙ୍ଗିବାକୁ ପ୍ରୟାସ। ସେପଟେ ସୋନିଆଙ୍କୁ ଭେଟିବା ପରେ ବିଧାୟକ ନବ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମେ କାହାରିଙ୍କ ବିରୋଧରେ ଫେରାଦ କରିବାକୁ ଆସିନାହୁଁ । ଲୁଲୁ ମହାପାତ୍ର ଯାହା ପ୍ରତିକ୍ରିୟା ଦେଇଛନ୍ତି ତାହା ତାଙ୍କର ନିଜସ୍ୱ । ଆମେ ଏହାକୁ ନେଇ କିଛି କହିବାକୁ ଚାହୁଁ ନାହୁଁ । ଆମମାନଙ୍କ ଆସିବାରେ କୌଣସି ରାଜନୀତି ନାହିଁ । ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ରାହୁଲଙ୍କ ସହ ତାଙ୍କ ଓଡ଼ିଶା ଗସ୍ତ ନେଇ ଆଲୋଚନା କରିଥିଲୁ । ଏ ନେଇ ପିସିସି ସଭାପତିଙ୍କ ସହ ପୂର୍ବରୁ କିଛି ଆଲୋଚନା ହୋଇନାହିଁ । ଓଡ଼ିଶା ପହଞ୍ଚିବା ପରେ ରାହୁଲ ଗାନ୍ଧିଙ୍କ ଗସ୍ତ ନେଇ ପିସିସି ସଭାପତିଙ୍କ ସହ ଆଲୋଚନା କରିବୁ ବୋଲି ନବ ଦାସ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story