ଘାଟକଇଁତରା ରାସ୍ତା ଉପରେ ପ୍ରବାହିତ ହେଉଛି ଖଜୁରୀନାଳ ପାଣି, ସୋନପୁର-ବଲାଙ୍ଗିର ଯୋଗାଯୋଗ ବିଚ୍ଛିନ୍ନ

ସୋନପୁର: କେଇ ଘଣ୍ଟାର ବର୍ଷାରେ ସୋନପୁର ଓ ବଲାଙ୍ଗିରର ୫୭ ନମ୍ୱର ଜାତୀୟ ରାଜପଥର ଘାଟକଇଁତରାଠାରେ ଖଜୁରୀ ନାଳରେ ଥିବା ବ୍ରିଜ୍‌ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ସୋନପୁର- ବଲାଙ୍ଗୀରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଖଜୁରୀ ନାଳରେ ଥିବା ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ରାତି ପ୍ରାୟ ୩ଟାରୁ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଛି। ଘାଟକଇଁତରାଠାରେ ଖଜୁରୀ ନାଳ ଉପରେ […]

sonpur

sonpur

Rakesh Mallick
  • Published: Friday, 05 August 2016
  • Updated: 05 August 2016, 01:14 PM IST

Sports

Latest News

ସୋନପୁର: କେଇ ଘଣ୍ଟାର ବର୍ଷାରେ ସୋନପୁର ଓ ବଲାଙ୍ଗିରର ୫୭ ନମ୍ୱର ଜାତୀୟ ରାଜପଥର ଘାଟକଇଁତରାଠାରେ ଖଜୁରୀ ନାଳରେ ଥିବା ବ୍ରିଜ୍‌ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ସୋନପୁର- ବଲାଙ୍ଗୀରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଖଜୁରୀ ନାଳରେ ଥିବା ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ରାତି ପ୍ରାୟ ୩ଟାରୁ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଛି।

ଘାଟକଇଁତରାଠାରେ ଖଜୁରୀ ନାଳ ଉପରେ ଗତ ଦୁଇବର୍ଷ ହେଲା ଏକ ବ୍ରିଜ୍‌ ନିର୍ମାଣ ହେଉଛି। ଏହା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story