ସୋର: ସ୍କର୍ପିଓକୁ ଧକ୍କାଦେଲା ଟ୍ରଲର,୨ ମୃତ, ୫ ଗୁରୁତର

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଓଭରବିଜ୍ର ନିକଟରେ ଏକ ସ୍କର୍ପିଓକୁ ପଛପଟୁ ଏକ ଟ୍ରଲର ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି। ଜଣେ ମୃତକଙ୍କ ନାଁ ରତ୍ନମଣି ହୋଇଥିବା ବେଳେ ଆଉ ଜଣଙ୍କର ପରିଚୟ ମିଳିନାହିଁ। ଆହତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଅଛି। ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଖନ୍ତାପଡ଼ା ଏବଂ ଶେରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତମାନେ ହେଲେ ଖନ୍ତପଡ଼ାର […]

accident

accident

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 03:31 PM IST

Sports

Latest News

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଓଭରବିଜ୍ର ନିକଟରେ ଏକ ସ୍କର୍ପିଓକୁ ପଛପଟୁ ଏକ ଟ୍ରଲର ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ଆହତ ହୋଇଛନ୍ତି। ଜଣେ ମୃତକଙ୍କ ନାଁ ରତ୍ନମଣି ହୋଇଥିବା ବେଳେ ଆଉ ଜଣଙ୍କର ପରିଚୟ ମିଳିନାହିଁ। ଆହତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ ଅଛି। ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଖନ୍ତାପଡ଼ା ଏବଂ ଶେରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। ଆହତମାନେ ହେଲେ ଖନ୍ତପଡ଼ାର ସବିତା ମଣ୍ଡଳ,ଦୀପକ ମଣ୍ଡଳ ଏବଂ ଶେରଗଡ଼ର ସମ୍ବିତ ନାୟକ, କବିତା ନାୟକ ଏବଂ ବର୍ଷକର ଶିଶୁ।

ଗତକାଲି ରାତିରେ କଟକରୁ ଖନ୍ତାପଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ସିମୁଳିଆ ଥାନା ପୋଲିସ୍ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି। ଘଟଣାସ୍ଥଳରୁ ଟ୍ରଲରଟି ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story