ସ୍ପେଶାଲ ଓଜେଇଇର ଆବେଦନ ଅବଧି ଜୁଲାଇ ୧୦କୁ ବଢିଲା

ଭୁବନେଶ୍ୱର: ବି-ଟେକ୍ ଆଡମିଶନ ପାଇଁ ରାଜ୍ୟରେ ହେବାକୁ ଥିବା ସ୍ପେସାଲ ଓଜେଇଇର ଆବେଦନ ଅବଧି ବୃଦ୍ଧି ପାଇଛି। ଆସନ୍ତା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆବେଦନ ନେଇ ଆଜି ଥିଲା ଶେଷ ତାରିଖ। ଛାତ୍ରଛାତ୍ରୀମାନେ ଆବେଦନ ପାଇଁ ଅଧିକ ୧୮ ଦିନକୁ ବୃଦ୍ଧି ପାଇଛି ‍ଲି ଓଜେଇ ଅଧ୍ୟକ୍ଷ ତୁଷାର କୁମାର ନାଥ ସୂଚନା ଦେଇଛନ୍ତି। ଚଳିତ ବର୍ଷ ରାଜ୍ୟରେ ଇଂଜିନିୟରିଂ ସିଟ୍ ଆଡମିଶନ ନେଇ ଜେଇଇ ମେନ୍ ଅନୁଷ୍ଠିତ […]

OJEE

OJEE

Rakesh Mallick
  • Published: Monday, 22 June 2015
  • Updated: 22 June 2015, 05:41 AM IST

ଭୁବନେଶ୍ୱର: ବି-ଟେକ୍ ଆଡମିଶନ ପାଇଁ ରାଜ୍ୟରେ ହେବାକୁ ଥିବା ସ୍ପେସାଲ ଓଜେଇଇର ଆବେଦନ ଅବଧି ବୃଦ୍ଧି ପାଇଛି। ଆସନ୍ତା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଓଜେଇଇ ୱେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆବେଦନ ନେଇ ଆଜି ଥିଲା ଶେଷ ତାରିଖ। ଛାତ୍ରଛାତ୍ରୀମାନେ ଆବେଦନ ପାଇଁ ଅଧିକ ୧୮ ଦିନକୁ ବୃଦ୍ଧି ପାଇଛି ‍ଲି ଓଜେଇ ଅଧ୍ୟକ୍ଷ ତୁଷାର କୁମାର ନାଥ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ରାଜ୍ୟରେ ଇଂଜିନିୟରିଂ ସିଟ୍ ଆଡମିଶନ ନେଇ ଜେଇଇ ମେନ୍ ଅନୁଷ୍ଠିତ ହୋଇଥିଲା। ଜେଇଇ ମେନ୍ ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଆଡମିଶନ ନେବା ପରେ ବଳକା ସିଟ୍ ପୁରଣ ପାଇଁ ପୁଣି ଥରେ ସ୍ପେସାଲ ଓଜେଇଇ ଅନୁଷ୍ଠିତ ହେବ। ହାଇକୋର୍ଟଙ୍କ ନିଦ୍ଦେର୍ଶ ପରେ ରାଜ୍ୟ ସରକାର ପୁଣି ଥରେ ସ୍ପେସାଲ ଓଜେଇଇ କରିବାକୁ ନିଷ୍ପତ୍ତି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story