ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିୟମିତ ଭାବେ ବୃଦ୍ଧି ପାଉଥିବା ମହିଳା ହିଂସାକୁ ନେଇ ପ୍ରଦେଶ କଂଗ୍ରେସ ଉଦବେଗ ବ୍ୟକ୍ତ କରିବା ସହ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ଶ୍ୱେତପତ୍ର ଜାରି ନିମନ୍ତେ ଦାବି କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅସଦାଚରଣ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ […]

Satya Prakash Nayak

Satya Prakash Nayak

Tapas Behera
  • Published: Thursday, 05 December 2019
  • Updated: 05 December 2019, 07:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିୟମିତ ଭାବେ ବୃଦ୍ଧି ପାଉଥିବା ମହିଳା ହିଂସାକୁ ନେଇ ପ୍ରଦେଶ କଂଗ୍ରେସ ଉଦବେଗ ବ୍ୟକ୍ତ କରିବା ସହ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ଶ୍ୱେତପତ୍ର ଜାରି ନିମନ୍ତେ ଦାବି କରିଛି।

କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅସଦାଚରଣ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ପୁରୀ ଗଣଦୁଷ୍କର୍ମ ଘଟଣା ପରେ ଗତକାଲି ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ, କାକଟପୁର ଥାନା ଅନ୍ତର୍ଗତ ବାଉରିଆକଣ ଗାଁର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା, ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନ ଅନ୍ତର୍ଗତ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବାଙ୍କୀରେ ନାବାଳିକାକୁ ଅପହରଣ, କୋରାପୁଟ ଜିଲ୍ଲା ଜୟପୁର ସେବାଶ୍ରମ ବିଦ୍ୟାଳୟର ଛାତ୍ରୀ ଅନ୍ତସତ୍ତ୍ୱା ହେବା ପ୍ରସଙ୍ଗ, ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକାଙ୍କୁ ପୁଲିସ ପ୍ରଶାସନ ନ୍ୟାୟ ନଦେବାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ, ଶାସକ ବିଜେଡି ଦଳର ସଂପୃକ୍ତିରେ ହରିଦାସପୁର ପିଇଓ ସ୍ମିତାରାଣୀଙ୍କର ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ, ରାଉରକେଲାର ନାବାଳିକାକୁ ଅସଦାଚରଣ, ପୁରୀର ନାବାଳିକାକୁ ଗଣଦୁଷ୍କର୍ମ ଓ ଶେଷରେ ଭୁବନେଶ୍ୱରସ୍ଥିତ ୟୁକୋ ବ୍ୟାଙ୍କର ସିନିୟର ମ୍ୟାନେଜର ଆର. ରଂଜିତା ରାଓଙ୍କ ଅନ୍ତରଙ୍ଗ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ ହେବା ଦ୍ୱାରା ମାନସିକ ଚାପ କିମ୍ବା ଅନ୍ୟ ଯେକୌଣସି ସଙ୍ଗୀନ କାରଣ ଯୋଗୁଁ ମହିଳାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଏବେ ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ ସ୍ଲୋଗାନର ପାରିବାପଣିଆକୁ ପଦାରେ ପକାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମହିଳା ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟବାସୀଙ୍କୁ ଉତ୍ତର ଦେବା ଉଚିତ୍।

ଦେଶରେ ପ୍ରତି ୧୫ ମିନିଟ୍ରେ ଜଣେ ମହିଳା ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେଉଥିବାବେଳେ ଓଡ଼ିଶାରେ ଦୈନିକ ୮ ଜଣ ମହିଳା ଓ ନାବାଳିକା ଓଡିଶାରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଅସଦାଚରଣ ଶିକାର ହେଉଛନ୍ତି। ଏହା ଓଡ଼ିଶାକୁ ବଳାକ୍ରାରୀ ରାଜ୍ୟରେ ପରିଣତ କରିବାରେ ଲାଗିଛି । ରାଜ୍ୟର କ୍ଷମତାସୀନ ବିଜେଡି ସରକାର ମହିଳା ହିଂସାକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଶାସକ ଦଳର ମୁଖପାତ୍ରମାନେ ବିରୋଧୀଙ୍କୁ ଏନେଇ ରାଜନୀତି ନକରିବାକୁ ଅନୁରୋଧ କରୁଛନ୍ତି। ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ଅପାରଗତାକୁ ପଦାରେ ପକାଇଛି।

ବିଧାନସଭା ଅଧିବେଶନ ବହୁ ପୂର୍ବରୁ ବନ୍ଦ କରି ସଂସଦୀୟ ଗଣତନ୍ତ୍ର ପରମ୍ପରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ମହିଳାଙ୍କ ସୁରକ୍ଷା, ନିରାପତ୍ତା,ସମ୍ମାନ ଓ ସ୍ୱାଭିମାନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏସବୁ ପ୍ରସଙ୍ଗରେ ଆଲୋଚନା କରନ୍ତୁ। ଦୋଷୀଙ୍କୁ କଠୋର ଦଣ୍ଡ ସହ ଏନେଇ ଶ୍ୱେତପତ୍ର ଜାରି କରିବାକୁ ମଧ୍ୟ କଂଗ୍ରେସ ଦାବି କରିଛି। ଆବଶ୍ୟକ ପଡ଼ିଲେ ସମସ୍ତ ରାଜନୀତିକ ଦଳର ମୁଖ୍ୟଙ୍କ ବୈଠକ ଡାକି ମହିଳା ବିରୋଧୀ ହିଂସା କିଭଳି ରୋକାଯାଇ ପାରିବ ତା’ର ବାଟ ବାହାର କରନ୍ତୁ। ପୂର୍ବରୁ ସଂଗଠିତ କୁନ୍ଦୁଲି, ଭେଡେନ, ନିହାରିକା, ବେବିନା ଓ ଇତିଶ୍ରୀ ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭି ନଥିବାବେଳେ ଏବେ ଘଟୁଥିବା ଅପରାଧଗୁଡ଼ିକ ଘଟଣାଗୁଡିକ ସନ୍ଦେହକୁ ଆହୁରି ବୃଦ୍ଧି କରୁଛି। ରାଜ୍ୟ ସରକାର ତୁରନ୍ତ ମହିଳା ହିଂସା ରୋକିବା ଦିଗରେ କଠୋର ପଦକ୍ଷେପ ନନେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ରଜନୀ ମହାନ୍ତି, ପ୍ରଶାନ୍ତ ଶତପଥି, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story