ତିରପୁରରୁ ଆସିଲା ପ୍ରବାସୀ ଟ୍ରେନ୍‌, ଓହ୍ଲାଇଲେ ୬୯୯ ଯାତ୍ରୀ

ରାଉରକେଲା (ପବନ ତିୱାରୀ): ତିରପୁରରୁ ଆସିଲା ପ୍ରବାସୀ ଟ୍ରେନ୍‌। ସେଥିରେ ଓଡ଼ିଶାର ୧୧ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟର ୬୯୯ ପ୍ରବାସୀ ଆସିଥିଲେ। ରାଉରକେଲା ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିବା ପରେ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି। କୋଭିଡ୍‌-୧୯ ଲକଡାଉନ୍‌ ଯୋଗୁ ତାମିଲନାଡୁ ରାଜ୍ୟର ତିରପୁରରେ ଫସି ରହିଥିବା ପ୍ରବାସୀମାନେ ଓଡ଼ିଶା ଫେରିଛନ୍ତି। ଆଜି ସକାଳେ ସେମାନଙ୍କ ଟ୍ରେନ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। […]

rkl

rkl

Manoranjan Sial
  • Published: Monday, 01 June 2020
  • Updated: 01 June 2020, 04:50 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ତିରପୁରରୁ ଆସିଲା ପ୍ରବାସୀ ଟ୍ରେନ୍‌। ସେଥିରେ ଓଡ଼ିଶାର ୧୧ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟର ୬୯୯ ପ୍ରବାସୀ ଆସିଥିଲେ। ରାଉରକେଲା ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିବା ପରେ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି।

କୋଭିଡ୍‌-୧୯ ଲକଡାଉନ୍‌ ଯୋଗୁ ତାମିଲନାଡୁ ରାଜ୍ୟର ତିରପୁରରେ ଫସି ରହିଥିବା ପ୍ରବାସୀମାନେ ଓଡ଼ିଶା ଫେରିଛନ୍ତି। ଆଜି ସକାଳେ ସେମାନଙ୍କ ଟ୍ରେନ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଟ୍ରେନ୍‌ରେ ଆସିଥିବା ୬୯୯ ଯାତ୍ରୀଙ୍କ ଭିତରୁ ସୁନ୍ଦରଗଡ଼ରୁ ୭୨ ଜଣ ଆସିଥିଲେ। ଏହାଛଡ଼ା ଉକ୍ତ ଟ୍ରେନ୍‌ରେ ଦେବଗଡ଼ରୁ ୬, ନୟାଗଡ଼ରୁ ୧୪, ଝାରସୁଗୁଡ଼ାରୁ ୯, କଟକରୁ ୬, ସମ୍ୱଲପୁରରୁ ୧, ପୁରୀରୁ ୪୨, ଭଦ୍ରକରୁ ୯୧, କେନ୍ଦୁଝରରୁ ୯୧, ମୟୂରଭଞ୍ଜରୁ ୩୬, ବାଲେଶ୍ୱରରୁ ୭୬, କେନ୍ଦ୍ରାପଡ଼ାରୁ ୫୩, ଗଞ୍ଜାମରୁ ୧୧୩, ଖୋର୍ଦ୍ଧାରୁ ୧୧, ଯାଜପୁରରୁ ୧୮, ଢେଙ୍କାନାଳରୁ ୬, ଜଗତସିଂହପୁର ୧୫, ଅନୁଗୋଳରୁ ୬, ପଶ୍ଚିମବଙ୍ଗରୁ ୨ ଓ ବିହାରରୁ ୨ ଜଣ ଆସିଥିଲେ।

ପ୍ରବାସୀ ଟ୍ରେନ୍‌ ରାଉରକେଲା ଷ୍ଟେସନ୍‌ରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସମଦୂରତା ଅବଲମ୍ୱନ କରି ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ଷ୍ଟେସନ୍‌ରୁ ବାହାରକୁ ଯାଇଥିଲେ। ପ୍ରଥମେ ଯାତ୍ରୀଙ୍କ ଥର୍ମାଲ୍‌ ସ୍କିନିଂ କରାଯାଇଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଖାଇବାକୁ ଦିଆଯାଇଥିଲା। ତା’ପରେ ସେମାନଙ୍କୁ ସ୍ୱତନ୍ତ୍ର ଗାଡ଼ିରେ ଗାଁରେ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି। ଏହି ଅବସରରେ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଏଡିଏମ୍‌ ଆବୋଲି ସୁନୀଲ ନରବଣେ, ଆର୍‌ଏମ୍‌ସି ଉପାୟୁକ୍ତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story