ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ବ୍ଲାକମେଲିଂ କରୁଥିଲା କିଏ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ବ୍ଲାକ୍‌ମେଲିଂ କରାଯାଉଥିଲା। ସେଭଳି ଜଣେ ପ୍ରତିଷ୍ଠିତ କ୍ରୀଡାବିତଙ୍କୁ କିଏ ଓ କାହିଁକି ବ୍ଲାକମେଲିଂ କରୁଥିଲେ? ଆଜି ନିଜେ ଦୂତି ଏହା ଉପରୁ ପର୍ଦ୍ଦା ଉଠାଇଛନ୍ତି। ଏପରିକି ସମଲିଙ୍ଗୀ ସମ୍ପର୍କ ଖୁଲାସା ପରେ ପରିବାର ଲୋକଙ୍କ ବିରୋଧ ପ୍ରସଙ୍ଗରେ ଦୂତି ନିଜ ପକ୍ଷ ରଖିବା ସହ ମାଆ ଓ ଭଉଣୀଙ୍କୁ ଦୋଷ ଦେଇଛନ୍ତି। ସେ କହିଛନ୍ତି-“ଘର ଚଳିବା ପାଇଁ ପଇସା ନଦେଲେ ମୋ […]

SPRINTER-DUTEE-CHAND-SAYS-SHE-IS-BEING-BLACKMAILED-BY-HER-SISTER-AND-MOTHER

Manoranjan Sial
  • Published: Tuesday, 21 May 2019
  • Updated: 21 May 2019, 07:39 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ଦୌଡ଼ରାଣୀ ଦୂତି ଚାନ୍ଦଙ୍କୁ ବ୍ଲାକ୍‌ମେଲିଂ କରାଯାଉଥିଲା। ସେଭଳି ଜଣେ ପ୍ରତିଷ୍ଠିତ କ୍ରୀଡାବିତଙ୍କୁ କିଏ ଓ କାହିଁକି ବ୍ଲାକମେଲିଂ କରୁଥିଲେ? ଆଜି ନିଜେ ଦୂତି ଏହା ଉପରୁ ପର୍ଦ୍ଦା ଉଠାଇଛନ୍ତି। ଏପରିକି ସମଲିଙ୍ଗୀ ସମ୍ପର୍କ ଖୁଲାସା ପରେ ପରିବାର ଲୋକଙ୍କ ବିରୋଧ ପ୍ରସଙ୍ଗରେ ଦୂତି ନିଜ ପକ୍ଷ ରଖିବା ସହ ମାଆ ଓ ଭଉଣୀଙ୍କୁ ଦୋଷ ଦେଇଛନ୍ତି।

ସେ କହିଛନ୍ତି-“ଘର ଚଳିବା ପାଇଁ ପଇସା ନଦେଲେ ମୋ ବଡ଼ ଭଉଣୀ ମୋତେ ସବୁ ବେଳେ ବ୍ଲାକମେଲିଂ କରୁଥିଲେ। ମୋତେ ବଦନାମ କରିବାକୁ ସବୁବେଳେ ଧମକ ଦେଉଥିଲେ। ମୁଁ ଜଣେ ଝିଅ ସହିତ ସମ୍ପର୍କ ରଖିଛି, ଏକଥା ବାହାରେ ପ୍ରକାଶ କରି ମୋତେ ବଦନାମ କରିବାକୁ ଧମକ ଦେଉଥିଲେ। ତୋତେ କେହି ଭଲ ପାଇବେ ନାହିଁ ବୋଲି ମଧ୍ୟ ଧମକ ଦେଉଥିଲେ। ଯାହାଫଳରେ ମୁଁ ମାନସିକ ଭାବେ ଭାଙ୍ଗି ପଡ଼ିଥିଲି। ଯେତେବେଳେ ବ୍ଲାକମେଲିଂର ସୀମା ପାର ହୋଇଗଲା, ମୁଁ ବାଧ୍ୟ ହୋଇ ଗଣମାଧ୍ୟମରେ ନିଜର ସମ୍ପର୍କ ଵିଷୟରେ ଜଣାଇଥିଲି। କିନ୍ତୁ ମୋ ପାର୍ଟନରଙ୍କ ସମ୍ପର୍କରେ ମୁଁ ପୂରା ତଥ୍ୟ ଗୁପ୍ତ ରଖିଥିଲି। ମାତ୍ର କେତେକ ଗଣମାଧ୍ୟମ ମୁଁ ଭଲ ପାଉଥିବା ପାର୍ଟନରର ଫଟୋ ଓ ଘର ସମ୍ପର୍କରେ ଖୁଲମ୍‌ଖୁଲା ଲେଖିଛନ୍ତି। ଯେଉଁଥିପାଇଁ ସେହି ଝିଅର ପରିବାର ବଦନାମ ହେଉଛନ୍ତି। ଏପରି କରିବା ପାଇଁ ସେହି ଗଣମାଧ୍ୟମକୁ କିଏ ଅଧିକାର ଦେଲା? ମୋତେ ବଦନାମ କରିଥିବା ଲୋକଙ୍କ ବିରୋଧରେ ମୁଁ ଆଇନର ଆଶ୍ରୟ ନେବି। ସେ ମୋ ରକ୍ତ ସମ୍ପର୍କୀୟ ହୁଅନ୍ତୁ ବା ଅନ୍ୟକେହି। କାହାରିକୁ ଛାଡ଼ିବି ନାହିଁ।”

ଦୂତି ଆହୁରି କହିଛନ୍ତି,“ମୋ ନାଁ'ରେ କେବଳ ମୋ ମାଆ ଓ ବଡ଼ ଭଉଣୀ କାହିଁକି ଅଭିଯୋଗ କରୁଛନ୍ତି? ମୋ ବାପା ଓ ମୋ ୪ ଭଉଣୀ କଣ ପାଇଁ ଅଭିଯୋଗ କଲେ ନାହିଁ?”

ବ୍ଲାକମେଲିଂ ନେଇ ଦୂତି କରିଥିବା ଅଭିଯୋଗ ଭିତ୍ତିହୀନ କହିଲେ ସରସ୍ୱତୀ। ସେ କହିଛନ୍ତି-“ଦୂତି ଆଣିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ସବୁ ଭିତ୍ତିହୀନ। ସତ କଥା କଣ ଏବେ ସମସ୍ତେ ଜାଣି ସାରିଛନ୍ତି। ଆଜି ଦୂତି ଯାହା ପ୍ରେସମିଟରେ କହିଛନ୍ତି, ତାହା ତାଙ୍କର କଥା ନୁହେଁ। ଦୂତି ମୁହଁରେ କୁଚକ୍ରୀ ଗୋଷ୍ଠୀ କୁହାଇଛନ୍ତି। ଗଣମାଧ୍ୟମ ନିରପେକ୍ଷ କାମ କରିଛି। ସତକଥା ପଦାକୁ ଆଣିବା ମିଡିଆ ଦାୟିତ୍ୱ। ପରିବାର କଥା ପରିବାର ଭିତରେ ରହୁ। ଦୂତିଙ୍କୁ ନେଇ ରାଜନୀତି ନହେଉ। ଦୂତି ଖେଳ ଛାଡ଼ି ରାଜନୀତିରେ ନପଶୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story