ଶ୍ରୀଜିଉଙ୍କ ଘଟ ପରିବର୍ତ୍ତନ ବିଭ୍ରାଟ: ବୁଧବାର ପୁରୀ ଓକିଲ ସଂଘର ୧୨ ଘଣ୍ଟିଆ ବନ୍ଦ ଡାକରା

ପୁରୀ:  ଶ୍ରୀଜିଉଙ୍କ ଘଟ ପରିବର୍ତ୍ତନ ବିଭ୍ରାଟ ଘଟଣାକୁ ନେଇ ଆସନ୍ତାକାଲି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ପୁରୀ ବାର୍ ଆସୋସିଏସନ୍। ସୋମବାର ବସିଥିବା ଆସୋସିଏସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ବାର୍ ଆସୋସିଏସନ୍ ଦାବି କରିଛି। ଘଟ ପରିବର୍ତ୍ତନ ବିଭ୍ରାଟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସମପରିମାଣର ଦାୟୀ କରି […]

vlcsnap-2015-06-23-09h38m55s193

vlcsnap-2015-06-23-09h38m55s193

Rakesh Mallick
  • Published: Tuesday, 23 June 2015
  • Updated: 23 June 2015, 07:23 AM IST

Sports

Latest News

ପୁରୀ:  ଶ୍ରୀଜିଉଙ୍କ ଘଟ ପରିବର୍ତ୍ତନ ବିଭ୍ରାଟ ଘଟଣାକୁ ନେଇ ଆସନ୍ତାକାଲି ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ପୁରୀ ବାର୍ ଆସୋସିଏସନ୍। ସୋମବାର ବସିଥିବା ଆସୋସିଏସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଜଡ଼ିତ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ବାର୍ ଆସୋସିଏସନ୍ ଦାବି କରିଛି। ଘଟ ପରିବର୍ତ୍ତନ ବିଭ୍ରାଟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସମପରିମାଣର ଦାୟୀ କରି ଆସୋସିଏସନ୍ ହାଇକୋର୍ଟର ଜଣେ ସିଟିଂ ଜଜଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story