ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର: ବିଜୟ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି, ‘ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର ପାଲଟିଛି। ୭ ଦିନ ହେଲା ଶ୍ରୀକ୍ଷେତ୍ରକୁ ଡୋଜର ଲଗାଇ ଓ ବ୍ୟାପକ ଫୋର୍ସ ଜଗାଇ ରଣକ୍ଷେତ୍ର ଭଳି କରି ଦିଆଯାଇଛି। ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ର କରିବା ସରକାରଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ନାହିଁ। ସରକାର ଏହି କଥା ବୁଝିବା ଦରକାର।’ ସେ […]

bjp.jpg999

bjp.jpg999

Tapaswini Nayak
  • Published: Wednesday, 04 September 2019
  • Updated: 04 September 2019, 04:44 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି।
ରାଜ୍ୟ ସରକାରଙ୍କୁ ଆକ୍ଷେପ କରି ସେ କହିଛନ୍ତି, ‘ଶ୍ରୀକ୍ଷେତ୍ର ଏବେ କୁରୁକ୍ଷେତ୍ର ପାଲଟିଛି। ୭ ଦିନ ହେଲା ଶ୍ରୀକ୍ଷେତ୍ରକୁ ଡୋଜର ଲଗାଇ ଓ ବ୍ୟାପକ ଫୋର୍ସ ଜଗାଇ ରଣକ୍ଷେତ୍ର ଭଳି କରି ଦିଆଯାଇଛି। ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ର କରିବା ସରକାରଙ୍କ ସାମ୍ବିଧାନିକ ଓ ମୌଳିକ ଅଧିକାର ନାହିଁ। ସରକାର ଏହି କଥା ବୁଝିବା ଦରକାର।’

ସେ ଆହୁରି କହିଛନ୍ତି, ‘୫୦ ପ୍ଲାଟୁନ ଫୋର୍ସ ଓ ୨୨ଟି ବୁଲଡୋଜର ଲଗାଇ ସରକାର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଳା ଭଳି ମଠମନ୍ଦିର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କରି ସରକାର କ’ଣ କରିବେ ସ୍ପଷ୍ଟ କରୁ ନାହାନ୍ତି।’

ବିଜୟ କହିଛନ୍ତି,‘ବି.ପି. ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନେଇ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ସେ ଚୂଡ଼ାନ୍ତ ରିପୋର୍ଟ ଦେଇ ନାହାନ୍ତି। ଚୂଡ଼ାନ୍ତ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରି ଦିଆଗଲା। ବି.ପି ଦାସ କମିଶନ କ’ଣ ରିପୋର୍ଟ ଦେଲେ କେହି ଜାଣି ପାରିଲେ ନାହିଁ। କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇ ନାହିଁ। ବି.ପି. ଦାସ କମିଶନଙ୍କ ସୁପାରିଶରେ ଯଦି ରାଜ୍ୟ ସରକାର ଏହା କରୁଥିବେ, ତେବେ ତାହା ବେଆଇନ। ସରକାର ଦୟାକରି ଏଥିରୁ ନିବୃତ୍ତ ରୁହନ୍ତୁ। ବିପି ଦାସ କମିଶନଙ୍କ ରିପୋର୍ଟକୁ ସର୍ବ ସମ୍ମୁଖରେ ପ୍ରକାଶିତ କରନ୍ତୁ।”

ସେ କହିଛନ୍ତି, ‘ନବକଳେବର ବେଳେ ୫୦୦ କୋଟି ଖର୍ଚ୍ଚ କରିଥିଲେ ବୋଲି ସରକାର କହିଥିଲେ। ସେହି ଖର୍ଚ୍ଚର ହିସାବ ସରକାର ଏପର୍ଯ୍ୟନ୍ତ ଦେଇନାହାନ୍ତି। ପ୍ରକୃତରେ ୫୦୦ କୋଟି ଖର୍ଚ୍ଚ ହୋଇଥିଲେ, ବଡ଼ଦାଣ୍ଡ ଆଜି ଭାସୁନଥାନ୍ତା। ଯେଉଁଠି ମୋଟା ଅନୁଦାନ ଥାଏ, ସେଇଠି ଲୁଟ୍ ପାଇଁ ବାଟ କରାଯାଏ। ଲୋକଙ୍କୁ ତ୍ୟାଗ କରିବାକୁ କହି ସବୁ ଲୁଟିବେ, ଏସବୁ ଚଳିବ ନାହିଁ।’

ସରକାର ପୁରୀ ମନ୍ଦିରକୁ ନେଇ ହୀନ ଓ ରୁଗ୍ଣ ମାନସିକତାରୁ ଦୂରେଇ ରୁହନ୍ତୁ। ଏହା ସରକାରଙ୍କ ଦିଗହରା ନିଷ୍ପତ୍ତି, ସରକାର କିଛି ବାଟ ପାଉନାହାନ୍ତି ବୋଲି ବିଜୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story