ଶ୍ରୀମନ୍ଦିର  ଭିତରେ ବେଢ଼ାରେ  ସିସିଟିଭି  ଲାଗାଯିବାକୁ  ନିଷ୍ପତ୍ତିକୁ ସେବାୟତଙ୍କ ବିରୋଧ

ପୁରୀ: ପୁରୀ ଶ୍ରୀମନ୍ଦିରର ନାଟମନ୍ଦିର ଓ ଜଗମୋହନ ଆଦି ସ୍ଥାନରେ ସିସିଟିଭି ଲଗାଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ସେବାୟତ ବିରୋଧ କରିଛନ୍ତି। ୨୦୦୬ ମସିହା ଦଳଚକଟା ଘଟଣାକୁ ନେଇ କମିଶନଙ୍କ ରିପୋର୍ଟ ଆଧାରରେ ଶ୍ରୀମନ୍ଦିରରେ ସିସିଟିଭି ଲଗାଇବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ତେବେ ସେବାୟତଙ୍କ ଯୁକ୍ତି ହେଲା ସୁରକ୍ଷା ଦୃଷ୍ଟିରୁ ମନ୍ଦିରରେ ସିସିଟିଭି ଲଗାଯିବାରେ ଆପତ୍ତି ନାହିଁ। କିନ୍ତୁ ଭିତର ବେଢାରେ ସିସି କ୍ୟାମେରା ଲଗାଯିବା ଉଚିତ୍ ନୁହେଁ। ଏହା ଶ୍ରୀମନ୍ଦିରର ପରମ୍ପରା ଭଙ୍ଗ କରୁଛି। […]

shreemandir

shreemandir

Rakesh Mallick
  • Published: Sunday, 29 November 2015
  • Updated: 29 November 2015, 03:07 AM IST

Sports

Latest News

ପୁରୀ: ପୁରୀ ଶ୍ରୀମନ୍ଦିରର ନାଟମନ୍ଦିର ଓ ଜଗମୋହନ ଆଦି ସ୍ଥାନରେ ସିସିଟିଭି ଲଗାଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତିକୁ ସେବାୟତ ବିରୋଧ କରିଛନ୍ତି। ୨୦୦୬ ମସିହା ଦଳଚକଟା ଘଟଣାକୁ ନେଇ କମିଶନଙ୍କ ରିପୋର୍ଟ ଆଧାରରେ ଶ୍ରୀମନ୍ଦିରରେ ସିସିଟିଭି ଲଗାଇବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ତେବେ ସେବାୟତଙ୍କ ଯୁକ୍ତି ହେଲା ସୁରକ୍ଷା ଦୃଷ୍ଟିରୁ ମନ୍ଦିରରେ ସିସିଟିଭି ଲଗାଯିବାରେ ଆପତ୍ତି ନାହିଁ। କିନ୍ତୁ ଭିତର ବେଢାରେ ସିସି କ୍ୟାମେରା ଲଗାଯିବା ଉଚିତ୍ ନୁହେଁ। ଏହା ଶ୍ରୀମନ୍ଦିରର ପରମ୍ପରା ଭଙ୍ଗ କରୁଛି। ଭିତର ବେଢାରେ ଥିବା ଗର୍ଭଗୃହ ଭିତରେ ମହାପ୍ରଭୁଙ୍କ ଗୁପ୍ତସେବା ହୋଇଥାଏ। ତେଣୁ ଏଠାରେ କ୍ୟାମେରା ଲାଗିବା ଦ୍ୱାରା ମହାପ୍ରଭୁଙ୍କ ଗୁପ୍ତ ନୀତି ବାହାରେ ପ୍ରକାଶ ହେବା ସେବାୟତ ଆଶଙ୍କା ପ୍ରକଟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story