ବିଜେପୁର ଉପନିର୍ବାଚନ: ୩ ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ନିଜ ନିଜ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛନ୍ତି। ବିଜେପି ଜାତୀୟ ଷ୍ଟାର କ୍ୟାମ୍ପେନରଙ୍କ ସହ ମୋଟ ୨୪ଜଣ ନେତାଙ୍କ ତାଲିକା ଘୋଷଣା କରିଛି।  ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା, ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଲିକାରେ ସ୍ଥାନ ପାଇଛନ୍ତି। ବିଜେଡି ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ […]

43we-750x430

43we-750x430

Tapas Behera
  • Published: Thursday, 03 October 2019
  • Updated: 03 October 2019, 09:15 PM IST

Sports

Latest News

ବିଜେପୁର(ଓଡ଼ିଶା ରିପୋର୍ଟର):ବିଜେପୁର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ନିଜ ନିଜ ଷ୍ଟାର କ୍ୟାମ୍ପେନରଙ୍କ ନାଁ ଘୋଷଣା କରିଛନ୍ତି। ବିଜେପି ଜାତୀୟ ଷ୍ଟାର କ୍ୟାମ୍ପେନରଙ୍କ ସହ ମୋଟ ୨୪ଜଣ ନେତାଙ୍କ ତାଲିକା ଘୋଷଣା କରିଛି।  ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା, ଅରୁଣ ସିଂହ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଲିକାରେ ସ୍ଥାନ ପାଇଛନ୍ତି।

ବିଜେଡି ମଧ୍ୟ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ଟିକେଟ ଆଶାୟୀ ଥିବା ପ୍ରଭାସ ସିଂ ପ୍ରମୁଖ ଅଛନ୍ତି । ଆସନ୍ତା ୧୭ ଏବଂ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବା ନେଇ ସୂଚନା ମିଳିଛି। ସେହିଭଳି  କଂଗ୍ରେସ ମଧ୍ୟ ନିଜର ୪୦ ଜଣ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଘୋଷଣା କରିଛି ।

ତାଲିକାରେ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧି, ଜିତେନ୍ଦ୍ର ସିଂହ, ଟିଏସ ସିଂହଦେଓଙ୍କ ସମେତ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ପ୍ରମୁଖ ରହିଛନ୍ତି। ସେପଟେ ଆଜି ବିଜେପୁରରେ କଂଗ୍ରେସ କର୍ମୀ ସମ୍ମିଳନୀ ଆୟୋଜନ କରି ପ୍ରଚାର ମୈଦାନକୁ ଓହ୍ଲାଇଛି। ଏଥିରେ ଦଳର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ହୋଇ ଦଳୀୟ ପ୍ରାର୍ଥୀ ଦିଲୀପ ପଣ୍ଡାଙ୍କ  ପାଇଁ ପ୍ରଚାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story