ଏପ୍ରିଲ ୧୯ରେ ସ୍ଥଗିତ ସ୍ଥାନରେ ହେବ ମତଦାନ, ୧୪ଟି ପଞ୍ଚାୟତରେ ଭୋଟ୍‌

ଭୁବନେଶ୍ୱର: ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୦୧୭ ପଞ୍ଚାୟତ ନିର୍ବାଚନ ସ୍ଥଗିତ ଥିବା ୧୪ଟି ସ୍ଥାନରେ ନିର୍ବାଚନ ହେବ। ଏପ୍ରିଲ ୧୯ ତାରିଖରେ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ପୂର୍ବରୁ ଜାରି ହୋଇଥିବା ରହିତାଦେଶକୁ ଉଚ୍ଚ ନ୍ୟାୟାଳୟ ଉଠାଇଦେବା ପରେ ଏହି ସବୁ ସ୍ଥାନରେ ନିର୍ବାଚନ ହେବ। ଆସନ୍ତା ୧୭ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୋଟିସ୍‌ ଜାରି କରାଯିବ। ମାର୍ଚ୍ଚ ୨୧ରୁ ୨୫ […]

votebox

votebox

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 01:09 PM IST

Sports

Latest News

ଭୁବନେଶ୍ୱର: ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୦୧୭ ପଞ୍ଚାୟତ ନିର୍ବାଚନ ସ୍ଥଗିତ ଥିବା ୧୪ଟି ସ୍ଥାନରେ ନିର୍ବାଚନ ହେବ। ଏପ୍ରିଲ ୧୯ ତାରିଖରେ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ପୂର୍ବରୁ ଜାରି ହୋଇଥିବା ରହିତାଦେଶକୁ ଉଚ୍ଚ ନ୍ୟାୟାଳୟ ଉଠାଇଦେବା ପରେ ଏହି ସବୁ ସ୍ଥାନରେ ନିର୍ବାଚନ ହେବ।

ଆସନ୍ତା ୧୭ ତାରିଖରେ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୋଟିସ୍‌ ଜାରି କରାଯିବ। ମାର୍ଚ୍ଚ ୨୧ରୁ ୨୫ ତାରିଖ ମଧ୍ୟରେ ଦିନ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ ଏବଂ ମାର୍ଚ୍ଚ ୨୮ ତାରିଖରେ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ମାର୍ଚ୍ଚ ୩୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିବ। ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ୧୨ ମଧ୍ୟରେ ଭୋଟ ଗ୍ରହଣ ହେବ। ଦିନ ଗୋଟାଏରେ ଗଣତି ଆରମ୍ଭ ହେବ। ଏପ୍ରିଲ ୨୦ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରାଯିବ।

ସେହିପରି ୪ଟି ବ୍ଲକର ସମିତିସଭ୍ୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରାଯିବ। ମେ’ ୧ ତାରିଖରେ ବ୍ଲକ ଅଧ୍ୟକ୍ଷ ଓ ୧୨ ତାରିଖରେ ବ୍ଲକ ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ।

ଉଚ୍ଚ ନ୍ୟାୟାଳୟଙ୍କ ରିତାଦେଶ ଯୋଗୁଁ ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି ପଞ୍ଚାୟତ ସମିତି ନିର୍ବାଚନ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story