ବାତ୍ୟାରେ ଘର ହରାଇଥିବା ଲୋକଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର: ଫୋନି ବାତ୍ୟାରେ ନିଜର ସର୍ବସ୍ୱ ହରାଇଥିବା ଲୋକଙ୍କ ପାଇଁ ଆଜି ରାଜ୍ୟ ସରକାର ପୁଣିଥରେ ସହାୟତା ଘୋଷଣା କରିଛନ୍ତି। ଫୋନି ତାଣ୍ଡବରେ ବାସହରା ହୋଇଥିବା ଲୋକଙ୍କୁ ପକ୍କା ଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବ, ସେମାନେ ଏହି ସୁବିଧା ପାଇବେ। ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ […]

wa

wa

Hemant Lenka
  • Published: Sunday, 12 May 2019
  • Updated: 12 May 2019, 08:39 PM IST

Sports

Latest News

ଭୁବନେଶ୍ୱର: ଫୋନି ବାତ୍ୟାରେ ନିଜର ସର୍ବସ୍ୱ ହରାଇଥିବା ଲୋକଙ୍କ ପାଇଁ ଆଜି ରାଜ୍ୟ ସରକାର ପୁଣିଥରେ ସହାୟତା ଘୋଷଣା କରିଛନ୍ତି। ଫୋନି ତାଣ୍ଡବରେ ବାସହରା ହୋଇଥିବା ଲୋକଙ୍କୁ ପକ୍କା ଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଯେଉଁମାନଙ୍କ ଘର ଧ୍ୱଂସ ପାଇଥିବ ବା ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବ, ସେମାନେ ଏହି ସୁବିଧା ପାଇବେ। ଏଥିପାଇଁ ଆସନ୍ତା ୧୫ ତାରିଖରୁ କ୍ଷୟକ୍ଷତି ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ଜୁନ ଏକ ତାରିଖରୁ ଘର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅତି କ୍ଷତିଗ୍ରସ୍ତ ବ୍ଲକରେ ଉଚ୍ଚପଦସ୍ଥ ଅଫିସର ଉପସ୍ଥିତ ରହି କ୍ଷୟକ୍ଷତି ସର୍ଭେ ଟିମ୍‌ର ଆକଳନରେ ସହାୟତା କରିବେ। ଅନ୍ୟପକ୍ଷରେ ଜଣେ ମାତ୍ର ଯୋଗ୍ୟ ହିତାଧିକାରୀ ଯେପରି ବାଦ୍ ନ ପଡ଼ିବେ। ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story