ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ହାଇଲେଭେଲ କ୍ଲିୟରାନ୍ସ ଅଥରିଟି ବୈଠକରେ ୫ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି। ସରକାରୀ ସୂତ୍ର ଅନୁଯାୟୀ ସୁବର୍ଣ୍ଣରେଖା ବନ୍ଦର ନିକଟରେ ହଳଦିଆ ପେଟ୍ରୋକେମିକାଲ ଲିମିଟେଡ୍‌ ୭୪ ହଜାର କୋଟି ଟଙ୍କା ବ୍ୟୟରେ ଏକ ହାଇଡ୍ରୋ କାର୍ବନ ପ୍ରୋସେସିଂ କମ୍ପ୍ଲେକ୍ସ କରିବ। ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି […]

Manoranjan Sial
  • Published: Monday, 19 August 2019
  • Updated: 19 August 2019, 07:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ହାଇଲେଭେଲ କ୍ଲିୟରାନ୍ସ ଅଥରିଟି ବୈଠକରେ ୫ଟି ବୃହତ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।

ସରକାରୀ ସୂତ୍ର ଅନୁଯାୟୀ ସୁବର୍ଣ୍ଣରେଖା ବନ୍ଦର ନିକଟରେ ହଳଦିଆ ପେଟ୍ରୋକେମିକାଲ ଲିମିଟେଡ୍‌ ୭୪ ହଜାର କୋଟି ଟଙ୍କା ବ୍ୟୟରେ ଏକ ହାଇଡ୍ରୋ କାର୍ବନ ପ୍ରୋସେସିଂ କମ୍ପ୍ଲେକ୍ସ କରିବ। ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାରାଦୀପ ତୈଳ ବିଶୋଧନାଗାର ରିଫାଇନିଂ ୟୁନିଟର ସଂପ୍ରସାରଣକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏଥିପାଇଁ ୧ ଲକ୍ଷ କୋଟି ନିବେଶ ହେବ। ସଂପ୍ରସାରଣ ଓ ନୂଆ ପ୍ଲାଣ୍ଟରେ ୧୨ ହଜାର ୫୯୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି।

ସେହିପରି ପରାଦୀପ ତୈଳ ବିଶୋଧନାଗାର ପରିସରରେ PX-PTA ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି। ଏହି ପ୍ଲାଣ୍ଟ ପାଇଁ ୯ହଜାର ୧୩୬ କୋଟି ନିବେଶ ହେବ। ଏଥିରେ ୩୨ଶହ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏହାଛଡ଼ା କଳିଙ୍ଗନଗରରେ ଜିନ୍ଦଲ ଇଣ୍ଡିଆ ଲିମିଟେଡର ଷ୍ଟିଲ ପ୍ରୋସେସିଂ ପ୍ଲାଣ୍ଟକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହି ପ୍ଲାଣ୍ଟରେ ୧୬୭୬ କୋଟି ଟଙ୍କା ନିବେଶ ହେବ ଏବଂ ୧୩ଶହ ନିଯୁକ୍ତି ସୃଷ୍ଟି ହେବ।

ସେହିପରି ତାଳଚେର ସାର କାରଖାନାକୁ ଏକ ୟୁରିଆ ଫର୍ଟିଲାଇଜର ପ୍ରତିଷ୍ଠା ପାଇଁ ଅନୁମୋଦନ ଦିଆଯାଇଛି। ୟୁରିଆ ଉତ୍ପାଦନ ପାଇଁ ୧୪, ୭୩୨ କୋଟି ଟଙ୍କା ନିବେଶ ହେବ। ଫଳରେ ୫୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story