ପାହାଡ଼କୁ ଖୋଳି ଖାଇଗଲେ ମାଫିଆ, ପ୍ରଶାସନ ସବୁ ଜାଣି ଚୁପ୍‌ ବସିଥିଲା!

ରାଉରକେଲା (ଓଡ଼ିଶା ରିପୋର୍ଟର): ପ୍ରଶାସନର ନାକ ତଳେ ପାହାଡ଼ ଖୋଳି ମାଟିରେ ମିଶାଇ ଦେଲେ ମାଫିଆ। କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ପରେ ଏବେ ଚେତା ପଶିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ବିଶ୍ରା ଅଞ୍ଚଳରେ ବେଧଡ଼କ ଚାଲିଛି ବେଆଇନ ପଥର ଖଣି। ଚାଷ ଜମିକୁ ଲିଜ୍‌ରେ ନେଇ ୧୫ରୁ ୨୦ ବର୍ଷ ହେଲା ଖୋଳା ଚାଲିଛି ଏକରେରୁ ଅଧିକ ଅଞ୍ଚଳରେ […]

sundragarh

sundragarh

Manoranjan Sial
  • Published: Saturday, 02 November 2019
  • Updated: 02 November 2019, 08:21 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ପ୍ରଶାସନର ନାକ ତଳେ ପାହାଡ଼ ଖୋଳି ମାଟିରେ ମିଶାଇ ଦେଲେ ମାଫିଆ। କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ପରେ ଏବେ ଚେତା ପଶିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ। ଏପରି ସଙ୍ଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ।

ବିଶ୍ରା ଅଞ୍ଚଳରେ ବେଧଡ଼କ ଚାଲିଛି ବେଆଇନ ପଥର ଖଣି। ଚାଷ ଜମିକୁ ଲିଜ୍‌ରେ ନେଇ ୧୫ରୁ ୨୦ ବର୍ଷ ହେଲା ଖୋଳା ଚାଲିଛି ଏକରେରୁ ଅଧିକ ଅଞ୍ଚଳରେ ପାହାଡ଼। ଜଙ୍ଗଲ ଓ ପରିବେଶ ଆଇନ୍‌ର ଖୋଲା ଉଲ୍ଲଂଘନ କରାଯାଉଥିଲେ ମଧ୍ୟ ସମସ୍ତେ ଚୁପ୍ ବସିଛନ୍ତି। ବିଶ୍ରା ଥାନା ଅଧୀନ ମୋଟିକୂଚା ଗାଁର ପ୍ରତାପ ପ୍ରସାଦଙ୍କ ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ।

ସ୍ଥାନୀୟ ତହସିଲଦାରଙ୍କ ତଥ୍ୟ ଅନୁସାରେ, ବେଆଇନ୍‌ ଖନନ ନେଇ ସେ କୁଆଡ଼େ ୨ରୁ ୩ ମାସ ତଳେ ବିଶ୍ରା ଥାନାରେ ଏତଲା ଦେଇଥିଲେ। କେବଳ ଏତଲା ନୁହେଁ, ଖଣି ଖୋଳା ଯାଉଥିବା ଅଞ୍ଚଳ ବନ ବିଭାଗ ଅଧୀନରେ ଆସୁଥିବାରୁ ଡିଏଫ୍‌ଓଙ୍କୁ ମଧ୍ୟ ଜଣାଇଥିଲେ। ତେବେ ଘଟଣାକୁ ଡିଏଫ୍‌ଓ ଗୁରୁତ୍ୱ ଦେଇନଥିଲେ ବୋଲି ସଂଗୀନ ଅଭିଯୋଗ କରିଛନ୍ତି ତହସିଲଦାର। ଏହାଛଡ଼ା ଏହି ପ୍ରସଙ୍ଗରେ ସେ ଜିଓଲୋଜି ବିଭାଗ ଉପ-ନିର୍ଦ୍ଦେଶକ ଓ ଖଣି ବିଭାଗ ଉପ-ନିର୍ଦ୍ଦେଶକଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି। ଶେଷରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।

ତହସିଲଦାରଙ୍କ କଥା ଯଦି ସତ, ତେବେ ପ୍ରଶାସନ ଏତେ ବର୍ଷ ଧରି ଚୁପ୍‌ ବସିଥିଲା କାହିଁକି? ତହସିଲଦାର ସମସ୍ତଙ୍କୁ ଜଣାଇବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିଲା କାହିଁକି? ଖଣି ଖୋଳା ଯାଉଥିବା ଅଞ୍ଚଳ ବନ ବିଭାଗ ଅଧିନରେ ଥିଲେ ବି କାହିଁକି ଚୁପ୍‌ ବସିଥିଲେ ବନ ଅଧିକାରୀ? ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ପାଇଁ ଦାୟୀ କିଏ? ଏବେ କ୍ରାଇ୍‌ବ୍ରାଞ୍ଚ ତଦନ୍ତ ରମ୍ଭ କରିବା ପରେ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ବନ ବିଭାଗ ଅଧିକାରୀ।

ଅନ୍ୟପଟେ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ କହିଛନ୍ତି, ଯଦି କିଛି ବେଆଇନ ଖନନ ହୋଇଛି, ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ।

କେବଳ ପଥର ଖଣି ନୁହେଁ, ଅଭିଯୁକ୍ତ ପ୍ରତାପ ପ୍ରସାଦ ଘଟଣା ସ୍ଥଳରେ ୩ଟି ବେଆଇନ କ୍ରସର ମଧ୍ୟ ଚଳାଇଥିଲା। ତେବେ ଘଟଣା ସଂପର୍କରେ ପ୍ରତାପଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story