ଏହି ସବୁ କାଗଜପତ୍ର ନଥିଲା , ଫାଇନ୍‌ ହେଲା ଲକ୍ଷେ ୧୦ ହଜାର

ଭୁବନେଶ୍ୱର/ରାୟଗଡ଼ା(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଚାଲିଛି କଡ଼ାକଡ଼ି ଗାଡ଼ି ଚେକିଂ। ଫିଟ୍‌ନେସ୍ ଓ କାଗଜପତ୍ର ଯାଞ୍ଚ କରୁଛନ୍ତି ପୁଲିସ ଓ ପରିବହନ ଅଧିକାରୀ। ସେପଟେ ରାୟଗଡ଼ାରେ ଏକ କାଠ ବୋଝେଇ ଟ୍ରକ୍‌କୁ ୧ ଲକ୍ଷ ୧୦ ହଜାର ୮ଶହ ଟଙ୍କା ଫାଇନ୍ ହୋଇଛି। ରୋଡ୍ ଟ୍ୟାକ୍ସ ଦେଇନଥିବା ସହ ପରମିଟ୍ ଲାଇସେନ୍ସ ନଥିବାରୁ ଏତେ ପରିମାଣର ଫାଇନ ହୋଇଛି ।  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବି. ସୁରୀବାବୁଙ୍କ ନାଁରେ ରହିଛି ଟ୍ରକର ମାଲିକାନା। ସେହିପରି ଟ୍ରାଫିକ ନିୟମ ଉଲଂଘନକାରୀଙ୍କ […]

WhatsApp-Image-2020-03-01-at-14.30

WhatsApp-Image-2020-03-01-at-14.30

Tapas Behera
  • Published: Sunday, 01 March 2020
  • Updated: 01 March 2020, 04:22 PM IST

Sports

Latest News

ଭୁବନେଶ୍ୱର/ରାୟଗଡ଼ା(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଚାଲିଛି କଡ଼ାକଡ଼ି ଗାଡ଼ି ଚେକିଂ। ଫିଟ୍‌ନେସ୍ ଓ କାଗଜପତ୍ର ଯାଞ୍ଚ କରୁଛନ୍ତି ପୁଲିସ ଓ ପରିବହନ ଅଧିକାରୀ। ସେପଟେ ରାୟଗଡ଼ାରେ ଏକ କାଠ ବୋଝେଇ ଟ୍ରକ୍‌କୁ ୧ ଲକ୍ଷ ୧୦ ହଜାର ୮ଶହ ଟଙ୍କା ଫାଇନ୍ ହୋଇଛି। ରୋଡ୍ ଟ୍ୟାକ୍ସ ଦେଇନଥିବା ସହ ପରମିଟ୍ ଲାଇସେନ୍ସ ନଥିବାରୁ ଏତେ ପରିମାଣର ଫାଇନ ହୋଇଛି ।  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବି. ସୁରୀବାବୁଙ୍କ ନାଁରେ ରହିଛି ଟ୍ରକର ମାଲିକାନା।

ସେହିପରି ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଆରମ୍ଭ ହୋଇଛି ଜୋରଦାର ଧରପଗଡ଼। ଡେଡ୍ ଲାଇନ ସରିବା ପରେ ଗାଡ଼ିର ଡକ୍ୟୁମେଣ୍ଟ ଯାଂଚ କଡ଼ାକଡ଼ି ହୋଇଛି। ଟ୍ରାଫିକ କଟକଣା ପରେ ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ସହରରେ ଲୋକଙ୍କ ଉଗ୍ରରୂପ ଦେଖିବାକୁ ମିଳିଛି।  ଫାଇନକୁ ନେଇ କିଛି ସ୍ଥାନରେ ଗାଡି ଚାଳକ ପୁଲିସ ସହ ଯୁକ୍ତିତର୍କ କରିଥିବାବେଳେ ଆଉ କିଛି ସ୍ଥାନରେ ଗାଡି ଚାଳକ ସିଧାସଳଖ ନାହିଁ କରିଦେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରର ରାଜମହଲ ଛକରେ ଜଣେ ମହିଳା ରଙ୍ଗ ରୁଟ୍‌ରେ ଆସୁଥିବାବେଳେ ପୁଲିସ ତାଙ୍କୁ ଧରିଥିଲା।  ତେବେ ମହିଳା ଜଣଙ୍କ ଫାଇନ୍ ଦେବା ବଦଳରେ ଓଲଟା ପୁଲିସ ସହ ଯୁକ୍ତିତର୍କ କରିଥିଲେ।  ଏମିତିକି ପାଟିକରି ଓଲଟା ପୁଲିସ ନାଁରେ ମାମଲା ଦେବି ବୋଲି ଧମକ ଦେଇଥିଲେ।  ଘଟଣାକୁ ନେଇ ରାଜମହଲ ଛକରେ କିଛି ସମୟ ପାଇଁ ପୁଲିସ ଏବଂ ଉକ୍ତ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା।  ସେହିପରି ବାଲେଶ୍ୱରରେ ମଧ୍ୟ ଜଣେ ଯୁବତୀ ଫାଇନ୍‌କୁ ବିରୋଧ କରିଥିଲେ।

ଏମିତିକି ହେଲମେଟ ନପିନ୍ଧି ଡିଏଲ୍ ନଥାଇ ମଧ୍ୟ ଫାଇନ୍ ଦେବେନି ବୋଲି ଧମକ ଦେଇଥିଲେ।   ଗଣ ମାଧ୍ୟମ ପ୍ରତିନିଧି ପ୍ରତିକ୍ରିୟା ନେଉଥିବାବେଳେ ସେମାନଙ୍କୁ ମଧ୍ୟ ଯୁବତୀ ଜଣଙ୍କ ଖରାପ ବ୍ୟବହାର ଦେଖାଇଥିବା ଦେଖିବାକୁ ମିଳିଥିଲା।  ସେପଟେ ରାଉରକେଲା ହନୁମାନ ବାଟିକାରେ ଚେକିଂ ବେଳେ ୩ ମଦ୍ୟପ ଚାଳକଙ୍କୁ ପୁଲିସ ବାନ୍ଧିଥିବା ସୂଚନା ମିଳିଛି। କିଛି ସ୍ଥାନରେ ଲୋକେ ଫାଇନ୍ ଦେଇଥିବାବେଳେ ଆଉ କିଛି ଲୋକ ପ୍ରଥମେ ରାସ୍ତା ମରାମତି କରାଯାଉ ତା’ପରେ ଫାଇନ ଆଦାୟ କରାଯାଉ ବୋଲି ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story