ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ଜଗିଛି ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପରୀକ୍ଷା ବିଭ୍ରାଟ୍‌ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଆଜି ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ହଲ୍‌ରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କଡ଼ା ଚେକିଂ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଯେମିତି କିଛି ସନ୍ଦେହଜନକ ବସ୍ତୁ ଭିତରକୁ ନଯିବ, ତା’ ଉପରେ ତୀକ୍ଷଣ ନଜର ରଖାଯାଇଥିଲା। ଆଉ ଏପଟେ ଫାଟକ ବାହାରେ ଉଭୟ ଗଣମାଧ୍ୟମ ଓ […]

strict-surveillance-system-are-in-place-for-the-plus-two-exams

Manoranjan Sial
  • Published: Thursday, 07 March 2019
  • Updated: 07 March 2019, 09:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମ୍ୟାଟ୍ରିକ୍‌ ପରୀକ୍ଷା ବିଭ୍ରାଟ୍‌ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଆଜି ପ୍ରଥମ ଦିନରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ହଲ୍‌ରେ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ କଡ଼ା ଚେକିଂ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସହ ଯେମିତି କିଛି ସନ୍ଦେହଜନକ ବସ୍ତୁ ଭିତରକୁ ନଯିବ, ତା' ଉପରେ ତୀକ୍ଷଣ ନଜର ରଖାଯାଇଥିଲା।

ଆଉ ଏପଟେ ଫାଟକ ବାହାରେ ଉଭୟ ଗଣମାଧ୍ୟମ ଓ ଅନଧିକାର ପ୍ରବେଶ ରୋକିବାକୁ ଲାଗିଛି ନୋଟିସ୍। ପରୀକ୍ଷା ପରିଚାଳନାରେ ଯେମିତି କିଛି ବିଭ୍ରାଟ ନହେବ, ସେନେଇ ସଜାଗ ରହିଛନ୍ତି କର୍ତ୍ତୃପକ୍ଷ। ମ୍ୟାଟ୍ରିକ ପରୀକ୍ଷାରେ ବାରମ୍ବାର ବିଭ୍ରାଟ ଓ ବିଶୃଙ୍ଖଳା ପରେ ଯୁକ୍ତ ଦୁଇରେ ଯେଭଳି ତା’ର ପୁନରାବୃତ୍ତି ନହେବ ସେଥିଲାଗି ତତ୍ପର ହୋଇଛନ୍ତି CHSE ଓ ଗଣଶିକ୍ଷା ବିଭାଗ।

ଚଳିତବର୍ଷ ରାଜ୍ୟର ୩ ଲକ୍ଷ ୬୯ ହଜାର ପରୀକ୍ଷାର୍ଥୀ ୧ ହଜାର ୯୧ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଏହା ମଧ୍ୟରୁ ୯୫୦ କେନ୍ଦ୍ରରେ ସିସିଟିଭି ସର୍ଭେଲାନ୍ସରେ ଅଛି। ପ୍ରଶ୍ନପତ୍ର ଯେଭଳି ଭାଇରାଲ ନହେବ ଓ କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରରେ ମୋବାଇଲ୍‌ ସମେତ ସମସ୍ତ ପ୍ରକାର ଇଲୋକଟ୍ରନିକ ସାମଗ୍ରୀ ଉପରେ କଡ଼ାକଡ଼ି ନଜର ରଖାଯାଇଛି। ପରୀକ୍ଷାର୍ଥୀଙ୍କୁ ଟଏଲେଟ୍ ଯିବାକୁ ମାତ୍ର ୨ ମିନିଟ୍ ସମୟ ଦିଆଯାଉଛି। ପରୀକ୍ଷା ପରିଚାଳନାରେ ତ୍ରୁଟି କିମ୍ବା ଅନ୍ୟ କୌଣସି ଅବ୍ୟବସ୍ଥା ନେଇ ଅଭିଯୋଗ ଜଣାଇବା ଲାଗି CHSE ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି।

ରେଭେନ୍ସା ଜୁନିଅର କଲେଜ ଅଧ୍ୟକ୍ଷା ରଞ୍ଜଲତା ଗୁରୁ କହିଛନ୍ତି, “କଣ୍ଟ୍ରୋଲ୍‌ ରୁମ୍‌ ଓ ହବ୍‌ରେ ସିସିଟିଭି ଲାଗିଛି। ହଲ୍‌ ଭିତରକୁ ପ୍ରବେଶ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଯାଞ୍ଚ କରାଯାଉଛି। ଏହାଛଡ଼ା ଛାତ୍ରଛାତ୍ରୀମାନେ ଆଣୁଥିବା ସ୍ମାର୍ଟ ୱାଚ୍ ବା ଅନ୍ୟ ସମସ୍ତ ବୈଦ୍ୟୁତିକ ସାମଗ୍ରୀ ଗୁଡ଼ିକୁ ବାହାର କରିଦିଆଯାଉଛି।”

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ-ପରୀକ୍ଷା ନିୟନ୍ତ୍ରକ ପ୍ରବୋଧ କୁମାର ପଣ୍ଡା କହିଛନ୍ତି-“ପରୀକ୍ଷା ସଂସ୍କାର ପାଇଁ ଆମର ଉଦ୍ୟମ ଜାରି ରହିବ। ସିସିଟିଭି ସଂଖ୍ୟା ଆହୁରି ବଢ଼ିବ। ଆଜି ଶୃଙ୍ଖଳିତ ଭାବେ ପରୀକ୍ଷା ଶେଷ ହୋଇଛି। ଆଗାମୀ ଦିନମାନଙ୍କରେ ମଧ୍ୟ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହେବ।’’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story