ଦରମା ମିଳି ନ ଥିବାରୁ ସିକ୍ୟୁରିଟି ଗାର୍ଡଙ୍କ ବିକ୍ଷୋଭ

<p>ରାଉରକେଲା( ଓଡ଼ିଶା ରିପୋର୍ଟର): ବକେୟା ଦରମା ଦାବିରେ ରାଉରକେଲାରେ ଘରୋଇ ସିକ୍ୟୁରିଟି ଗାର୍ଡମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆରଏସ୍&zwnj;ପି ପ୍ରଶାସନିକ କାର୍ଯ୍ୟାଳୟକୁ ସିକ୍ୟୁରିଟି ଗାର୍ଡମାନେ ଧସେଇ ପଶିଥିଲେ। ଗତ ଜାନୁୟାରୀ ମାସରୁ ଦରମା ମିଳି ନ ଥିବା ଅଭିଯୋଗ ହୋ ହାଲ୍ଲା କରିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ଓ ଆରଏସପି କର୍ତ୍ତୃପକ୍ଷ ଗାର୍ଡମାନଙ୍କୁ ବୁଝାସୁଝା କରିଥିଲେ। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦରମା ବାବଦକୁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି RSP କର୍ତ୍ତୃପକ୍ଷ କହିଛନ୍ତି।</p> <p>ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଅଧୀନରେ ଟପ୍ ଗାଡିଙ୍ଗ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରାୟ ୨ ଶହ ସିକ୍ୟୁରିଟି ଗାର୍ଡ କାମ କରନ୍ତି। ଏମାନେ ମୁଖ୍ୟତଃ&nbsp; ଆଇଜି ପାର୍କ, ଇସ୍ପାତ ଜେନେରାଲ ହସପିଟାଲ ଆଦି ସ୍ଥାନ ମାନଙ୍କରେ ଡ୍ୟୁଟି କରିଥାନ୍ତି।</p>

Ordigital Desk
  • Published: Monday, 12 March 2018
  • Updated: 12 March 2018, 02:47 PM IST

Sports

Latest News

<p>ରାଉରକେଲା( ଓଡ଼ିଶା ରିପୋର୍ଟର): ବକେୟା ଦରମା ଦାବିରେ ରାଉରକେଲାରେ ଘରୋଇ ସିକ୍ୟୁରିଟି ଗାର୍ଡମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆରଏସ୍&zwnj;ପି ପ୍ରଶାସନିକ କାର୍ଯ୍ୟାଳୟକୁ ସିକ୍ୟୁରିଟି ଗାର୍ଡମାନେ ଧସେଇ ପଶିଥିଲେ। ଗତ ଜାନୁୟାରୀ ମାସରୁ ଦରମା ମିଳି ନ ଥିବା ଅଭିଯୋଗ ହୋ ହାଲ୍ଲା କରିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ଓ ଆରଏସପି କର୍ତ୍ତୃପକ୍ଷ ଗାର୍ଡମାନଙ୍କୁ ବୁଝାସୁଝା କରିଥିଲେ। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଦରମା ବାବଦକୁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି RSP କର୍ତ୍ତୃପକ୍ଷ କହିଛନ୍ତି।</p><p>ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଅଧୀନରେ ଟପ୍ ଗାଡିଙ୍ଗ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରାୟ ୨ ଶହ ସିକ୍ୟୁରିଟି ଗାର୍ଡ କାମ କରନ୍ତି। ଏମାନେ ମୁଖ୍ୟତଃ&nbsp; ଆଇଜି ପାର୍କ, ଇସ୍ପାତ ଜେନେରାଲ ହସପିଟାଲ ଆଦି ସ୍ଥାନ ମାନଙ୍କରେ ଡ୍ୟୁଟି କରିଥାନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos