ଟ୍ୟୁସନ୍‌ ଯାଉଥିଲା କାହ୍ନୁ, ମାଡ଼ିଦେଲା ହାଇୱା

ପାରାଦୀପ (ରମାକାନ୍ତ ନାୟକ ): ପାରାଦୀପ-କଟକ ରାସ୍ତାର ଫୁଲବେଲାରୀ ଛକ ନିକଟରେ ଆଜି ସକାଳେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟୁସନ୍‌ ଯାଉଥିବା  ଜଣେ ସ୍କୁଲ ଛାତ୍ରଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଆଉ ୨ଜଣ ଛାତ୍ର ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ କୁଜଙ୍ଗ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଫୁଲବେଲାରୀ ଗାଁର ପଞ୍ଚମ ଶ୍ରେଣୀରେ […]

paradip-1.1-3

paradip-1.1-3

Niharika Rout
  • Published: Saturday, 12 October 2019
  • Updated: 12 October 2019, 09:35 AM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ ): ପାରାଦୀପ-କଟକ ରାସ୍ତାର ଫୁଲବେଲାରୀ ଛକ ନିକଟରେ ଆଜି ସକାଳେ ଏକ  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ୟୁସନ୍‌ ଯାଉଥିବା  ଜଣେ ସ୍କୁଲ ଛାତ୍ରଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଆଉ ୨ଜଣ ଛାତ୍ର ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ କୁଜଙ୍ଗ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଫୁଲବେଲାରୀ ଗାଁର ପଞ୍ଚମ ଶ୍ରେଣୀରେ ପଢୁଥିବା ୩ ଜଣ ଛାତ୍ର ଆଜି ସକାଳେ ସାଇକେଲରେ  ଟ୍ୟୁସନ୍‌ ଯାଉଥିଲେ । ତେବେ ଫୁଲବେଲାରୀ ଛକ ପାଖରେ ଚିପ୍ସ ବୋଝେଇ ଏକ ହାଇଓ୍ୱା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଚକ ତଳେ ଚାପି ହୋଇଯିବାରୁ ଜଣେ ଛାତ୍ରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ମୃତ ଛାତ୍ରଙ୍କ ନାଁ କାହ୍ନୁ ଚରଣ ମହାନ୍ତି। ଅନ୍ୟ ୨ ଗୁରୁତର ଛାତ୍ର ହେଲେ ଓମ୍‌ ପ୍ରକାଶ ସ୍ୱାଇଁ ଓ ଦିବ୍ୟ ପଟ୍ଟନାୟକ।

ଦୁର୍ଘଟଣା ଘଟାଇଥିବା ହାଇୱା ଚାଳକଙ୍କୁ ପୁଲିସ୍‌ ନିଜ ହେପାଜତକୁ ନେଇ ତଦନ୍ତ କରୁଛି। ଚାଳକ ଜଣକ ନିଶାଗ୍ରସ୍ତ ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଦିନବେଳା ରାସ୍ତାରେ ଭାରୀ ଯାନ ଚଳାଚଳ ନିମନ୍ତେ କଟକଣା ଥିଲେ ବି ଏଥିରେ ବ୍ୟତିକ୍ରମ ହେଉଥିବାରୁ ଏଭଳି ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story