ସୁରଟରେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ

ସୁରଟ:ସୁଦୂର ସୁରଟ୍‌ରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଓଡ଼ିଆ ଛାତ୍ର। ମୃତ ଛାତ୍ରଙ୍କ ନାଁ କିଶନ । ସେ ତାଙ୍କ ପରିବାର ସହ ସୁରତରେ ରହୁଥିଲେ।  ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କିଶନ ନିଜର ସାଙ୍ଗ  ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଗାଧୋଇବାବେଳେ କିଶନର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାଟି ତାକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟେ ପୋଖରୀ […]

eeeeeeeeee00000000000000000-750x421

eeeeeeeeee00000000000000000-750x421

Tapas Behera
  • Published: Sunday, 01 December 2019
  • Updated: 01 December 2019, 07:22 PM IST

Sports

Latest News

ସୁରଟ:ସୁଦୂର ସୁରଟ୍‌ରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଓଡ଼ିଆ ଛାତ୍ର। ମୃତ ଛାତ୍ରଙ୍କ ନାଁ କିଶନ । ସେ ତାଙ୍କ ପରିବାର ସହ ସୁରତରେ ରହୁଥିଲେ।  ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କିଶନ ନିଜର ସାଙ୍ଗ  ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ।

ଗାଧୋଇବାବେଳେ କିଶନର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାଟି ତାକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟେ ପୋଖରୀ ଭତରକୁ ଚାଲି ଯାଇଥିଲେ। ଉଭୟଙ୍କର ମୃତ୍ୟୁ ଘଟିଛି।

ସୂଚନାଥାଉ କି, କିଶନଙ୍କ ମା’ ଏବଂ ଭାଇ ସୁରଟର ଏକ ଘରୋଇ କମ୍ପାନୀରେ କାମ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story