ସମୁଦ୍ରରେ ବୁଡ଼ି ଗଲେ ଛାତ୍ର

ପୁରୀ (ପ୍ରଦୀପ ମହାନ୍ତି): ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଇ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ କ୍ରିଷ୍ଣା କୁମାର। ତାଙ୍କ ଘର ଝାଡ଼ଖଣ୍ଡ ରାଞ୍ଚିରେ ବୋଲି ଜଣାପଡ଼ିଛି। ହଲିଡେ ରିସୋର୍ଟ ନିକଟରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ କ୍ରିଷ୍ଣା ଭାସି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଗତକାଲି କ୍ରିଷ୍ଣା ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଆଜି ପ୍ରାୟ ସାଢ଼େ ୯ଟା ସମୟରେ ସାଙ୍ଗମାନଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ।

rttt7888

rttt7888

Tapaswini Nayak
  • Published: Tuesday, 18 December 2018
  • Updated: 18 December 2018, 02:32 PM IST

Sports

Latest News

ପୁରୀ (ପ୍ରଦୀପ ମହାନ୍ତି): ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଇ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାଁ କ୍ରିଷ୍ଣା କୁମାର। ତାଙ୍କ ଘର ଝାଡ଼ଖଣ୍ଡ ରାଞ୍ଚିରେ ବୋଲି ଜଣାପଡ଼ିଛି।

ହଲିଡେ ରିସୋର୍ଟ ନିକଟରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ କ୍ରିଷ୍ଣା ଭାସି ଯାଇଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

ଗତକାଲି କ୍ରିଷ୍ଣା ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଆଜି ପ୍ରାୟ ସାଢ଼େ ୯ଟା ସମୟରେ ସାଙ୍ଗମାନଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ।

https://youtu.be/-nvXne4zSE4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos