ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଛାତ୍ରୀ ନିଖୋଜ, ମିଳୁନି ପତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି।ତାଙ୍କ ନାଁ ସୁଭାଷିନୀ ମଲ୍ଲିକ। ସେ ଯୁକ୍ତ ୩ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସୁଭାଷିନୀ ଶୁକ୍ରବାରଠୁ ନିଖୋଜ ଥିବା ନେଇ ତାଙ୍କ ବାପା ଗତକାଲି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ସେହିପରି କଲେଜ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଭେଟି ମଧ୍ୟ ଅଭିଯୋଗ ଜଣାଇଛନ୍ତି ଛାତ୍ରୀଙ୍କ ବାପା। ଏହାସହ ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣଙ୍କୁ ଦାୟୀ କରିଛନ୍ତି। ସୁଭାଷିନୀଙ୍କୁ ତାଙ୍କ ମାମୁ ହଷ୍ଟେଲରୁ […]

collage

collage

Tapaswini Nayak
  • Published: Tuesday, 05 July 2022
  • Updated: 05 July 2022, 01:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି।ତାଙ୍କ ନାଁ ସୁଭାଷିନୀ ମଲ୍ଲିକ। ସେ ଯୁକ୍ତ ୩ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସୁଭାଷିନୀ ଶୁକ୍ରବାରଠୁ ନିଖୋଜ ଥିବା ନେଇ ତାଙ୍କ ବାପା ଗତକାଲି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି।

ସେହିପରି କଲେଜ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଭେଟି ମଧ୍ୟ ଅଭିଯୋଗ ଜଣାଇଛନ୍ତି ଛାତ୍ରୀଙ୍କ ବାପା। ଏହାସହ ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣଙ୍କୁ ଦାୟୀ କରିଛନ୍ତି।

ସୁଭାଷିନୀଙ୍କୁ ତାଙ୍କ ମାମୁ ହଷ୍ଟେଲରୁ ନେଇଥବା ରେଜିଷ୍ଟ୍ରରରେ ଉଲ୍ଲେଖ ରହିଛି। ତେବେ ଛାତ୍ରୀ ଜଣକ ଜାଣିଶୁଣି ନିଜ ମାମୁଙ୍କ ନାଁରେ ନକଲି ଦସ୍ତଖତ କରି କ୍ଲାସ କରିବାକୁ ଯିବା ପରେ ଆଉ ହଷ୍ଟେଲ ଫେରିନଥିବା ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି। ପୁଲିସ ସୁଭାଷିନୀଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି।

ହଷ୍ଟେଲ ମାଟ୍ରନ୍ ବିଷ୍ଣୁପ୍ରିୟା ମିଶ୍ର କହିଛନ୍ତି, ଗତ ଶୁକ୍ରବାର କଲେଜ ଛୁଟିଥିଲା। ଶନିବାର ଦିନ ସେ କଲେଜ ଯାଇଥିଲା। ଆଉ ସେ କଲେଜରୁ ଫେରି ନଥିଲା। ତା’ପରେ ଆମେ ସୁଭାଷିନୀଙ୍କୁ ବହୁତ ଖୋଜାଖୋଜି କରିଥିଲୁ, କିନ୍ତୁ ପାଇ ନଥିଲୁ। ତା’ପରେ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story