ପ୍ରଧାନଶିକ୍ଷକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ: ବିଡିଓଙ୍କୁ ଗୁହାରୀ କଲେ ଛାତ୍ରୀ

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନ ଖାଦ୍ୟ। ଅଭିଯୋଗ କଲେ ପ୍ରଧାନଶିକ୍ଷକ କରୁଛନ୍ତି ଦୁର୍ବ୍ୟବହାର। ଏପରି ଅଭିଯୋଗ ଆଣି ୩ କି.ମି ଚାଲି ଚାଲି ଯାଇ ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି ଛାତ୍ରୀ। କୋରାପୁଟ ଜିଲ୍ଲା ନାରାୟଣାପାଟଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ପ୍ରଧାନଶିକ୍ଷକ ଆନନ୍ଦ ରାଓଙ୍କ ମନମାନିରେ ଅତିଷ୍ଠ ହୋଇ ୨୦ଜଣ ଛାତ୍ରୀ ବିଡିଓଙ୍କ ପାଖରେ ଫେରାଦ ହୋଇ ସମସ୍ୟା ଜଣାଇଛନ୍ତି। ଅଭିଯୋଗ ଅନୁସାରେ, ନାରାୟଣାପାଟଣା ସରକାରୀ […]

Student

Student

Tapaswini Nayak
  • Published: Monday, 04 April 2022
  • Updated: 04 April 2022, 06:02 PM IST

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନ ଖାଦ୍ୟ। ଅଭିଯୋଗ କଲେ ପ୍ରଧାନଶିକ୍ଷକ କରୁଛନ୍ତି ଦୁର୍ବ୍ୟବହାର। ଏପରି ଅଭିଯୋଗ ଆଣି ୩ କି.ମି ଚାଲି ଚାଲି ଯାଇ ବିଡିଓଙ୍କ ନିକଟରେ ଫେରାଦ ହୋଇଛନ୍ତି ଛାତ୍ରୀ। କୋରାପୁଟ ଜିଲ୍ଲା ନାରାୟଣାପାଟଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। ପ୍ରଧାନଶିକ୍ଷକ ଆନନ୍ଦ ରାଓଙ୍କ ମନମାନିରେ ଅତିଷ୍ଠ ହୋଇ ୨୦ଜଣ ଛାତ୍ରୀ ବିଡିଓଙ୍କ ପାଖରେ ଫେରାଦ ହୋଇ ସମସ୍ୟା ଜଣାଇଛନ୍ତି।

ଅଭିଯୋଗ ଅନୁସାରେ, ନାରାୟଣାପାଟଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ପ୍ରାୟ୨୫୦ ଛାତ୍ରୀ ରହୁଛନ୍ତି। ହଷ୍ଟେଲରେ  ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ପିଲାମାନେ ପ୍ରଧାନଶିକ୍ଷକଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରଧାନଶିକ୍ଷକ ସେମାନଙ୍କୁ ଦୁର୍ବ୍ୟହାର କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।

ଆଜି ସକାଳେ ଛାତ୍ରୀମାନେ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି  ବିଡିଓଙ୍କୁ ସମସ୍ୟା ବିଷୟରେ କହିଥିଲେ। ଏହା ପରେ ସ୍ଥାନୀୟ ମଙ୍ଗଳ ଅଧିକାରୀ ଛାତ୍ରୀମାନଙ୍କୁ ହଷ୍ଟେଲରେ ଛାଡ଼ିଥିଲେ। ଅଭିଯୋଗ ନେଇ ବିଡିଓ ଓ ମଙ୍ଗଳ ଅଧିକାରୀ ସ୍କୁଲରେ ପହଞ୍ଚି ତଦନ୍ତ କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ, ଛାତ୍ରୀମାନେ କରିଥିବା ଅଭିଯୋଗକୁ ପ୍ରଧାନଶିକ୍ଷକ ଖଣ୍ଡନ କରିଛନ୍ତି। ଅଭିଯୋଗ ମିଥ୍ୟା ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story