‘ପ୍ରିନ୍ସପାଲଙ୍କ ଦୁର୍ବ୍ୟବହାରରେ ଆପଣମାନେ ଖୁସି ତ’

କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର)ପ୍ରିନ୍ସପାଲ ହାଏ ହାଏ। ପ୍ରିନ୍ସପାଲଙ୍କ ଦୁର୍ବ୍ୟବହାରରେ ଆପଣମାନେ ଖୁସିତ। ପ୍ରିନ୍ସପାଲଙ୍କ ଦୁର୍ବ୍ୟବହାର ସହିବୁ ନାହିଁ। ପ୍ରିନ୍ସପାଲଙ୍କୁ ବଦଳି କରାଯାଉ। କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମୁଖରେ ଆଜି ଏମିତି ନାରାରେ କମ୍ପିଥିଲା। ପ୍ରିନ୍ସପାଲଙ୍କ ବ୍ୟବହାରରେ ଅତିଷ୍ଟ ହୋଇ ତାଙ୍କୁ ବଦଳି ଦାବିରେ ଆଜି ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଏମିତି ବିକ୍ଷୋଭ କରିଥିଲେ। ଏନେଇ ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଛନ୍ତି। ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ମିନାକ୍ଷୀ […]

65432

65432

Tapas Behera
  • Published: Thursday, 21 November 2019
  • Updated: 21 November 2019, 05:56 PM IST

Sports

Latest News

କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର)ପ୍ରିନ୍ସପାଲ ହାଏ ହାଏ। ପ୍ରିନ୍ସପାଲଙ୍କ ଦୁର୍ବ୍ୟବହାରରେ ଆପଣମାନେ ଖୁସିତ। ପ୍ରିନ୍ସପାଲଙ୍କ ଦୁର୍ବ୍ୟବହାର ସହିବୁ ନାହିଁ। ପ୍ରିନ୍ସପାଲଙ୍କୁ ବଦଳି କରାଯାଉ। କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମୁଖରେ ଆଜି ଏମିତି ନାରାରେ କମ୍ପିଥିଲା। ପ୍ରିନ୍ସପାଲଙ୍କ ବ୍ୟବହାରରେ ଅତିଷ୍ଟ ହୋଇ ତାଙ୍କୁ ବଦଳି ଦାବିରେ ଆଜି ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ଏମିତି ବିକ୍ଷୋଭ କରିଥିଲେ।

ଏନେଇ ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଛନ୍ତି। ପ୍ରତିଷ୍ଠାନର ଅଧ୍ୟକ୍ଷ ଡକ୍ଟର ମିନାକ୍ଷୀ ମହାପାତ୍ରଙ୍କ ଛାତ୍ରଛାତ୍ରୀମାନଙ୍କୁ  ଦୁର୍ବ୍ୟବହାର ପ୍ତିବାଦରେ ୮ ଦଫା ଦାବି ନେଇ ଏହି ଧାରଣା ହୋଇଥିଲା। ଅଧ୍ୟକ୍ଷଙ୍କ ବଦଳି ଦାଦି ନେଇ ପ୍ରଶାସନକୁ ବାରମ୍ବାର ଅବଗତ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଅଧକ୍ଷ୍ୟଙ୍କ ବିରୁଦ୍ଧରେ ନାରା ବାଜି ଦେବା ସହ ଆନ୍ଦୋଳନକୁ ଓହଲ୍ଲାଇଛନ୍ତି ଛାତ୍ରଛାତ୍ରୀ।

ସୁନିଲ କୁମାର ଦାଶ ନାମକ ଜଣେ ଛାତ୍ର କହିଛନ୍ତି ଯେ, ଅଧ୍ୟକ୍ଷା ଆମକୁ ବାରମ୍ବାର ଦୁର୍ବ୍ୟବହାର କରୁଛନ୍ତି। ଏ ବାବଦରେ  ଆମେ ଓପେପା ନର୍ଦ୍ଦେଶକ ଏବଂ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲୁ। ତାଙ୍କୁ ବଦଳି ପାଇଁ ଆମେ ଦାବି କରିଥିଲୁ।

ଅଭିଯୋଗପତ୍ର ଦେବାର ୭ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଓପେପା ନର୍ଦ୍ଦେଶକ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଭାଗ୍ୟ ଶ୍ରୀ ସାହୁ ନାମକ ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଆମ ଅଧ୍ୟକ୍ଷାଙ୍କର କଥାବାର୍ତ୍ତା ଓ ବ୍ୟବହାରରେ ଶାଳୀନତା ଥାଏ। ତେଣୁ ତାଙ୍କୁ ବଦଳି କରାଯାଉ ବୋଲି ଆମେ ଦାବି କରୁଛୁ। ତେବେ ଏ ସମ୍ପର୍କରେ କଲେଜ ଷ୍ଟାଫ୍‌ମାନେ କିଛି କହିବାକୁ ମନା କରିଦେଇଥିଲା ବେଳେ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story