ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ ନେଇ ଆସନ୍ତା ୭ ତାରିଖରେ ଓଡ଼ିଶା-ଝାଡଖଣ୍ଡ ମଧ୍ୟରେ ବୈଠକ

ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀକୁ ନେଇ ଓଡ଼ିଶା ଓ ଝାଡ଼ଖଣ୍ଡର ଚିନ୍ତା ବଢିବାରେ ଲାଗିଛି । ବନ୍ୟା ନିୟନ୍ତ୍ରଣ ଉପରେ ଆଲୋଚନା ପାଇଁ ଉଭୟ ରାଜ୍ୟର ମିଳିତ ବୈଠକ ଆସନ୍ତା ୭ ତାରିଖରେ ବାରିପଦାରେ ବସିବାକୁ ଯାଉଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ଆସି ରାଜ୍ୟରେ ସୃଷ୍ଟି ହୋଇଥିଲା ପ୍ରଥମ ବନ୍ୟା ପରିସ୍ଥିତି। ବହୁ ଘରଦ୍ୱାର ବନ୍ୟା ଘରରେ ରହିଛି । ଜଳେଶ୍ୱରରୁ ଭୋଗରାଇ ପର୍ଯ୍ୟନ୍ତ ଅଞ୍ଚଳର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି । ସୁବର୍ଣ୍ଣରେଖାରେ ପ୍ରତିବର୍ଷ ଦେଖା ଦେଉଥିବା […]

Subarnrekha

Subarnrekha

Rakesh Mallick
  • Published: Monday, 03 August 2015
  • Updated: 03 August 2015, 04:06 PM IST

Sports

Latest News

ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀକୁ ନେଇ ଓଡ଼ିଶା ଓ ଝାଡ଼ଖଣ୍ଡର ଚିନ୍ତା ବଢିବାରେ ଲାଗିଛି । ବନ୍ୟା ନିୟନ୍ତ୍ରଣ ଉପରେ ଆଲୋଚନା ପାଇଁ ଉଭୟ ରାଜ୍ୟର ମିଳିତ ବୈଠକ ଆସନ୍ତା ୭ ତାରିଖରେ ବାରିପଦାରେ ବସିବାକୁ ଯାଉଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ଆସି ରାଜ୍ୟରେ ସୃଷ୍ଟି ହୋଇଥିଲା ପ୍ରଥମ ବନ୍ୟା ପରିସ୍ଥିତି। ବହୁ ଘରଦ୍ୱାର ବନ୍ୟା ଘରରେ ରହିଛି । ଜଳେଶ୍ୱରରୁ ଭୋଗରାଇ ପର୍ଯ୍ୟନ୍ତ ଅଞ୍ଚଳର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି ।

ସୁବର୍ଣ୍ଣରେଖାରେ ପ୍ରତିବର୍ଷ ଦେଖା ଦେଉଥିବା ଏପରି ବନ୍ୟା ଓ ଏହାର ସ୍ଥାୟୀ ସମାଧାନ କିପରି  ହେବ ସେ ନେଇ ଚର୍ଚ୍ଚା ଚାଲିଛି । ଝାଡଖଣ୍ଡରେ ଥିବା ଚାନ୍ଦିଲ ଡ୍ୟାମ୍ ୧୯୨ ମିଟରର ନିର୍ଦ୍ଧିଷ୍ଟ ଉଚ୍ଚତା ଛୁଇଁ ପାରୁନି। ଚାନ୍ଦିଲ ବନ୍ଧରେ କେତେ ପାଣି ଆସୁଛି ଓ କେତେ ପାଣି ନିଷ୍କାସିତ ହେଉଛି, ତା'ର ଖବର ଓଡ଼ିଶା ପାଖରେ ନାହିଁ। ଏକଥାକୁ ବି ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ସୁବର୍ଣ୍ଣରେଖାର ଶାଖା ନଦୀ ଖଡଖାଇ ଉପରେ ଥିବା ଇଚ୍ଛା ନଦୀ ଉପରେ ଡ୍ୟାମ କାମ ୨୫ ପ୍ରତିଶତ ସରିଛି। ଓଡିଶା ଭିତରେ ଥିବା ସୁବର୍ଣରେଖାର ୬୦ କିଲୋମିଟର ନଦୀପଥ ଅଣଓସାରିଆ। ଯେଉଁ ନଦୀ ବନ୍ଧ ହୋଇଛି ତାହା ନଦୀର ଗତିପଥକୁ ଚଉଡା କରିପାରି ନାହିଁ। ସେହିପରି ପଶ୍ଚିମବଙ୍ଗର ଭୋସ୍ରାଘାଟଠାରେ ସୁବର୍ଣ୍ଣରେଖା ଉପରେ ବନ୍ଧ ତିଆରି ହେବା ପରେ ଏବେ ନଦୀ ଜଳ ଓଡ଼ିଶା ଭିତରକୁ ସ୍ପିଲ୍ ହେବ। ଏହାର ଏସକେପ୍ ରୁଟ୍ ନିର୍ମାଣ ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ ସରକାରଙ୍କ ସହ ବି କଥାବାର୍ତ୍ତା ହେବା ଦରକାର ବୋଲି ମତ ପ୍ରକାଶ ପାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story