ମସ୍କୋ ବାଲୁକାକଳା ଚାମ୍ପିଅନସିପ୍‌ରେ ସୁଦର୍ଶନଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ନବମ ମସ୍କୋ ବାଲୁକାକଳା ଚାମ୍ପିଅନସିପ୍- ‘ଦ ମ୍ୟାଜିକାଲ୍ ୱାର୍ଲ୍ଡ ଅଫ୍ ସ୍ୟାଣ୍ଡ୍-୨୦୧୬’ରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ମହାତ୍ମା ଗାନ୍ଧୀ ୱାର୍ଲ୍ଡ ପିସ୍‌  ଶୀର୍ଷକ ବାଲୁକା କଳା ପାଇଁ ସୁଦର୍ଶନ ଏହି ପୁରସ୍କାର ପାଇଛନ୍ତି। ସମଗ୍ର ବିଶ୍ୱରୁ  ପ୍ରାୟ ୨୦ ଜଣ ବାଲୁକା ଶିଳ୍ପୀ ଏହି ଚାମ୍ପିଅନସିପ୍‌ରେ ଭାଗ ନେଇଥିଲେ। ଏହି ଚାମ୍ପିଅନ୍‌ସିପ୍ ୨୧ରୁ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହୋଇଥିଲା।

sudarsan

sudarsan

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 04:35 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story