ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା । ସୁଲିଆ ଯାତ୍ରାରେ ପଡ଼ିଲା ବଳି । ବଲାଙ୍ଗିର ଜିଲ୍ଲା ଦେଓଗାଁରେ ଆୟୋଜିତ ସୁଲିଆ ଯାତ୍ରାରେ ପଡ଼ିଛି ବଳି । ଗତକାଲି ବିଲମ୍ୱିତ ରାତିରେ ଅନୁଷ୍ଠିତ ହୋଇଥିଲା ନିଶିପୂଜା ।  ନିଶିପୂଜା ସହିତ ଆରମ୍ଭ ହୋଇଥିଲା ସୁଲିଆ ଯାତ୍ରାର ନୀତିକାନ୍ତି ।  ଏହାପରେ ଖଇରିଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ପଡ଼ିଛି ବଳି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା […]

sulia yatra

sulia yatra

Niharika Rout
  • Published: Tuesday, 11 January 2022
  • Updated: 11 January 2022, 09:04 AM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ରକ୍ତରଂଜିତ ହେଲା ସୁଲିଆ ଯାତ୍ରା । ସୁଲିଆ ଯାତ୍ରାରେ ପଡ଼ିଲା ବଳି । ବଲାଙ୍ଗିର ଜିଲ୍ଲା ଦେଓଗାଁରେ ଆୟୋଜିତ ସୁଲିଆ ଯାତ୍ରାରେ ପଡ଼ିଛି ବଳି ।

ଗତକାଲି ବିଲମ୍ୱିତ ରାତିରେ ଅନୁଷ୍ଠିତ ହୋଇଥିଲା ନିଶିପୂଜା ।  ନିଶିପୂଜା ସହିତ ଆରମ୍ଭ ହୋଇଥିଲା ସୁଲିଆ ଯାତ୍ରାର ନୀତିକାନ୍ତି ।  ଏହାପରେ ଖଇରିଗୁଡ଼ା ବଡ଼ଖଳା ଓ କୁମୁରିଆ ସାନଖଳାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ହେବା ପରେ ପଡ଼ିଛି ବଳି । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ପାଟବୋଦା ଶୋଭାଯାତ୍ରା ପରେ ବଳି ଦିଆଯାଇଛି । କୋଭିଡ୍ କଟକଣାରେ ନୀତିକାନ୍ତି ସଂପନ୍ନ ହୋଇଛି । ଶାନ୍ତିଶୃଙ୍ଖଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି ।

ସୁଲିଆଯାତ୍ରା ପାଇଁ ଏହା ପୂର୍ବରୁ ମଧ୍ୟରାତ୍ରରେ ନିଶିପୂଜା କରାଯାଇଥିଲା ପରେ ଆଜି ସକାଳୁ ସକାଳୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରା ବାହାରିଥିଲା ।  ଶୋଭାଯାତ୍ରା ବେଳେ ପାରଂପରିକ ବାଦ୍ୟରେ ଦୁଲୁକିଥିଲା ଗାଁ ଦାଣ୍ଡ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story