କାର୍ତ୍ତିକ ପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତକ ପୂର୍ଣ୍ଣମୀ।  ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି। ସଅଳ ନୀତି ଯୋଗୁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଇଛି। ରାତି ୧୨ଟା ୧୫ରେ ଦ୍ୱାର ଫିଟା ଯାଇ ମଙ୍ଗଳଆଳତି, ଅବକାଶ ଓ ମଇଲମ ଆଦି ନୀତି କରାଯାଇଥିଲା।  ପରେ ବିଳମ୍ବିତ ରାତି ଅର୍ଥାତ ୨ଟା […]

puri

puri

Tapaswini Nayak
  • Published: Tuesday, 08 November 2022
  • Updated: 08 November 2022, 08:06 AM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଜି କାର୍ତ୍ତକ ପୂର୍ଣ୍ଣମୀ।  ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ଶ୍ରୀଜିଉ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଭୋରରୁ ଭକ୍ତଙ୍କ ଭିଡ଼ ଲାଗିଛି। ସଅଳ ନୀତି ଯୋଗୁ ସୁନା ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି କରାଯାଇଛି। ରାତି ୧୨ଟା ୧୫ରେ ଦ୍ୱାର ଫିଟା ଯାଇ ମଙ୍ଗଳଆଳତି, ଅବକାଶ ଓ ମଇଲମ ଆଦି ନୀତି କରାଯାଇଥିଲା।  ପରେ ବିଳମ୍ବିତ ରାତି ଅର୍ଥାତ ୨ଟା ୫୦ରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ବେଶ ସଂପନ୍ନ କରାଯାଇଥିଲା।  ଭୋର ୪ଟା ୩୫ରେ ଭୋଗ ମଣ୍ଡପ ଅନୁଷ୍ଠିତ ହୋଇଥିଲା।  ତେବେ ଏହା ୫ଟା ୪୦ରେ ଶେଷ ପରେ ଭକ୍ତ ମାନେ ଶ୍ରୀଜିଉଙ୍କୁ ସୁନା ବେଶରେ ଦର୍ଶନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story