ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

<p>ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକାରାଣ୍ୟ ହୋଇ ପଡ଼ିଛି ଶ୍ରୀକ୍ଷେତ୍ର। ପଞ୍ଚତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଧର୍ମ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଏହାପରେ ଶ୍ରୀମନ୍ଦିର ଯାଇ ଶ୍ରଦ୍ଧାଳୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ଅର୍ଥାତ୍ ସୁନା ବେଶରେ ଦର୍ଶନ କରିଛନ୍ତି।</p> <p>ଶ୍ରୀମନ୍ଦିରରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରୁ ବ୍ୟାରିକେଡରେ ଲାଇନରେ ଯାଇ ସାତପାହାଚ ଦେଇ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।</p>

Ordigital Desk
  • Published: Saturday, 04 November 2017
  • Updated: 04 November 2017, 10:17 AM IST
<p>ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକାରାଣ୍ୟ ହୋଇ ପଡ଼ିଛି ଶ୍ରୀକ୍ଷେତ୍ର। ପଞ୍ଚତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଧର୍ମ ଡଙ୍ଗା ଭସାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଏହାପରେ ଶ୍ରୀମନ୍ଦିର ଯାଇ ଶ୍ରଦ୍ଧାଳୁ ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ଅର୍ଥାତ୍ ସୁନା ବେଶରେ ଦର୍ଶନ କରିଛନ୍ତି।</p><p>ଶ୍ରୀମନ୍ଦିରରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ଶ୍ରଦ୍ଧାଳୁମାନେ ସିଂହଦ୍ୱାର ସମ୍ମୁଖରୁ ବ୍ୟାରିକେଡରେ ଲାଇନରେ ଯାଇ ସାତପାହାଚ ଦେଇ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos