ଗର୍ଭବତୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଏସ୍‌ପିଙ୍କ ନାଁରେ ମାମଲା

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି ହେମଗିର ଥାନା ପୁଲିସ। SDJMଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ କରାଯାଇଛି। କନିକା ଅଞ୍ଚଳର ଜଣେ ମହିଳାଙ୍କ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି। ଏସ୍‌ପିଙ୍କ ବିରୋଧରେ ଦଫା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୩୪୨, ୩୧୩, ୧୬୬, ୧୬୭, ୫୦୩ ଓ ୫୦୪ରେ ପୁଲିସ ମାମଲା ରୁଜୁ କରିଛି। ପୂରା ଘଟଣା ଏମିତି। ଜୁଲାଇ ୩ […]

sundragardh

sundragardh

Manoranjan Sial
  • Published: Saturday, 17 August 2019
  • Updated: 17 August 2019, 10:52 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି ହେମଗିର ଥାନା ପୁଲିସ। SDJMଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ କରାଯାଇଛି। କନିକା ଅଞ୍ଚଳର ଜଣେ ମହିଳାଙ୍କ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି। ଏସ୍‌ପିଙ୍କ ବିରୋଧରେ ଦଫା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୩୪୨, ୩୧୩, ୧୬୬, ୧୬୭, ୫୦୩ ଓ ୫୦୪ରେ ପୁଲିସ ମାମଲା ରୁଜୁ କରିଛି।

ପୂରା ଘଟଣା ଏମିତି। ଜୁଲାଇ ୩ ତାରିଖ ରାତିରେ କନିକା ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରି କନିକା ଫାଣ୍ଡି ଜିମାରେ ଦେଇଥିଲେ। ଏପରିକି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ପରେ ହେମଗିର ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ କନିକା ଫାଣ୍ଡିରୁ ନେଇଯାଇଥିଲା। ଦୁର୍ଭାଗ୍ୟବଶତଃ ସେହି ରାତିରେ ମେଡିକାଲ୍‌ରେ ଚିକିତ୍ସାଧୀନ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ତେବେ ୪ ତାରିଖରେ ଏକ ଗୁଜବ ହେମଗିର ଥାନା ଅଞ୍ଚଳରେ ପ୍ରଚାରିତ ହୋଇଥିଲା। ଏଥିରେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୁଲିସ ଛାଡ଼ି ଦେଇଥିବା ପ୍ରଚାରିତ ହୋଇଥିଲା। ଏହି ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହିତ ହେମଗିର ଥାନା ଅଧିକାରୀଙ୍କ ସ୍ପଷ୍ଟୀକରଣ ଚାହିଁଥିଲେ। ମାତ୍ର ସେହି ଦିନ ରଥଯାତ୍ରା ଥିବାରୁ ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇପାରିନଥିଲେ। ତେବେ ସନ୍ଧ୍ୟା ବେଳେ ଉତ୍ତ୍ୟକ୍ତ ଲୋକେ କନିକା ଫାଣ୍ଡି ଉପରକୁ ଟେକାପଥର ମାଡ଼ କରିଥିଲେ। ଏପରିକି ସେମାନେ ୨ଟି ଥାନା ଗାଡ଼ି ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ସେମାନଙ୍କୁ ଘଉଡ଼ାଇ ଦେବାରୁ ଲୋକେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ।

ସେହି ରାତିରେ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନେତୃତ୍ୱରେ ଟିମ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଗାଁରେ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ କନିକା ଗାଁର ପ୍ରିୟା ଦେ’ଙ୍କ ଘରେ ଚଢ଼ଉ କରିଥିଲା। ଥାନା ଗାଡ଼ି ପୋଡ଼ା ଅଭିଯୋଗରେ ପୁଲିସ ପ୍ରିୟାଙ୍କ ସ୍ୱାମୀଙ୍କୁ ଧରିବାକୁ ଆସିଥିଲା। ମାତ୍ର ସେ ନଥିବାରୁ ପ୍ରିୟାଙ୍କୁ ଏସ୍‌ପି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପ୍ରିୟାଙ୍କ ଗର୍ଭ ନଷ୍ଟ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି।

ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କର ଏପରି ଆଚରଣକୁ ବିରୋଧ କରି ପ୍ରିୟା ଅଗଷ୍ଟ ୫ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। ବିଚାରପତି ପିଟିସନର ବିଚାର କରି ଏସ୍‌ପି ସୌମ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ହେମଗିର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୪ ତାରିଖ ପୁଲିସ ୧୨ଟି ଦଫାରେ ମାମଲା ରୁଜୁ କରିବା ପରେ ଏ ସମ୍ପର୍କରେ ୧୬ ତାରିଖ ଦିନ କୋର୍ଟଙ୍କୁ ଅବଗତ କରାଇଥିଲେ।

ଏନେଇ ଏସ୍‌ପି ସୌମ୍ୟା ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story