ଭାରପ୍ରାପ୍ତ ସିଡିଏମ୍‌ଓ ନିଲମ୍ବିତ, ଜିଲ୍ଲାପାଳଙ୍କୁ ନୋଟିସ୍‌

ସୁନ୍ଦରଗଡ଼/ରାଉରକେଲା (ଓଡ଼ିଶା ରିପୋର୍ଟର): କର୍ତ୍ତବ୍ୟରେ ଅବହେଳା ଯୋଗୁ ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ […]

5t

5t

Jitendra Garnayak
  • Published: Sunday, 13 October 2019
  • Updated: 13 October 2019, 03:08 PM IST

Sports

Latest News

ସୁନ୍ଦରଗଡ଼/ରାଉରକେଲା (ଓଡ଼ିଶା ରିପୋର୍ଟର): କର୍ତ୍ତବ୍ୟରେ ଅବହେଳା ଯୋଗୁ ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।

୫ଟି ସଚିବ ଭି.କେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଆସିଥିଲେ। ସେମାନେ ଡାକ୍ତରଖାନା ବୁଲିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସହିତ ଆଲୋଚନା କରିଥିଲେ। ଏହା ସହିତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଆଉ ଏହାର କିଛି ସମୟ ପରେ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲ୍‌ଙ୍କୁ ନିଲମ୍ବନ କରାଯାଇଥିଲା।

ଏ ନେଇ ନିଲମ୍ବିତ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲ କହିଛନ୍ତି, “୫ଟି ସଚିବଙ୍କ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରସଙ୍ଗ ଉଠିଥିଲା। ରୋଗୀଙ୍କ ଡାଏଟ୍‌ରେ ଅବହେଳା କରାଯାଉଥିବା ତଥା କିଛି ପରୀକ୍ଷା ମେଡିକାଲ୍ ବାହାରେ କରାଯାଉଥିବା ନେଇ ସେ ବିରକ୍ତ ହୋଇଥିଲେ। ଆମେ କିଛି ଅବହେଳା କରି ନାହୁଁ। ତେବେ କେତେ ବେଳେ କେଉଁଠି ଭୁଲ୍ ରହିଯାଇଥିବ।”

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରିବା ସହିତ ୫ଟି ସଚିବଙ୍କ ଟିମ୍ ରାଉରକେଲା ସରକାରୀ ହସ୍‌ପିଟାଲ୍‌ ମଧ୍ୟ ଗସ୍ତ କରିଥିଲେ। ଏହି ଟିମ୍ ବହୁ ସମୟ ଧରି ସେଠାରେ ରହିଥିଲେ ଓ ସ୍ଥିତି ସମୀକ୍ଷା କରିଥିଲେ। କିଛି ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାରେ ଅବହେଳା ହେଉଥିବା କଥା ୫ଟି ସଚିବଙ୍କୁ କହିଥିଲେ। ଏହା ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story