କନଷ୍ଟେବଳଙ୍କୁ ମଇଳା ପାଣି ପିଆଇଲେ ଆଉ ଜଣେ କନଷ୍ଟେବଳ

ଫୁଲବାଣୀ (ଓଡ଼ିଶା ରିପୋର୍ଟର): ଫୁଲବାଣୀ ଥାନା ବିଡ଼ାଙ୍ଗିସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ଜଣେ କନଷ୍ଟେବଲଙ୍କୁ ଅନ୍ୟ ଜଣେ କନଷ୍ଟେବଲ ନିର୍ଯାତନା ଦେବା ସହ ମଇଳା ପାଣି ପିଆଥିବା ଅଭିଯୋଗ ହୋଇଛି।

ପୀଡିତ କନଷ୍ଟେବଲଙ୍କ କହିବା ଅନୁସାରେ ଅଭିଯୁକ୍ତ ଯୁବକ କିଛିଦିନ ତଳେ ତାଙ୍କୁ ଧମକପୂର୍ଣ୍ଣ ଫୋନ କରିଥିଲେ। ଏହାର ସମାଧାନ ପାଇଁ ସାହିବାସିନ୍ଦାମାନେ ମଣ୍ଡପରେ ବସି ଆଲୋଚନା କରୁଥିଲେ। ଏହି ସମୟରେ ହଠାତ ଅଭିଯୁକ୍ତ ଅମରେନ୍ଦ୍ର କହଁର କିଛି ସହଯୋଗୀଙ୍କ ସହ କନଷ୍ଟେବଲଙ୍କୁ ଉଠାଇ ନେଇଥିଲେ। ପରେ ମଇଳାପାଣି ପିଆଇବା ସହ ଲଣ୍ଡା କରିଥିଲେ।  ରାତି ତମାମ କନଷ୍ଟେବଲଙ୍କୁ ଅଭିଯୁକ୍ତମାନେ ଅଟକ ରଖିବା ପରେ ସକାଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।

ଘଟଣା ପରେ ପୋଲିସ ୪ଜଣଙ୍କୁ ଅଟକ ରଖିଛି। ବର୍ତ୍ତମାନ ସୁଦ୍ଧା କୌଣସି ମାମଲ ରୁଜୁ  ହୋଇନି।

Ordigital Desk
• Published: Tuesday, 12 December 2017
• Updated: 12 December 2017, 07:47 PM IST

Sports

Latest News

ଫୁଲବାଣୀ (ଓଡ଼ିଶା ରିପୋର୍ଟର): ଫୁଲବାଣୀ ଥାନା ବିଡ଼ାଙ୍ଗିସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ଜଣେ କନଷ୍ଟେବଲଙ୍କୁ ଅନ୍ୟ ଜଣେ କନଷ୍ଟେବଲ ନିର୍ଯାତନା ଦେବା ସହ ମଇଳା ପାଣି ପିଆଥିବା ଅଭିଯୋଗ ହୋଇଛି।

ପୀଡିତ କନଷ୍ଟେବଲଙ୍କ କହିବା ଅନୁସାରେ ଅଭିଯୁକ୍ତ ଯୁବକ କିଛିଦିନ ତଳେ ତାଙ୍କୁ ଧମକପୂର୍ଣ୍ଣ ଫୋନ କରିଥିଲେ। ଏହାର ସମାଧାନ ପାଇଁ ସାହିବାସିନ୍ଦାମାନେ ମଣ୍ଡପରେ ବସି ଆଲୋଚନା କରୁଥିଲେ। ଏହି ସମୟରେ ହଠାତ ଅଭିଯୁକ୍ତ ଅମରେନ୍ଦ୍ର କହଁର କିଛି ସହଯୋଗୀଙ୍କ ସହ କନଷ୍ଟେବଲଙ୍କୁ ଉଠାଇ ନେଇଥିଲେ। ପରେ ମଇଳାପାଣି ପିଆଇବା ସହ ଲଣ୍ଡା କରିଥିଲେ।  ରାତି ତମାମ କନଷ୍ଟେବଲଙ୍କୁ ଅଭିଯୁକ୍ତମାନେ ଅଟକ ରଖିବା ପରେ ସକାଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।

ଘଟଣା ପରେ ପୋଲିସ ୪ଜଣଙ୍କୁ ଅଟକ ରଖିଛି। ବର୍ତ୍ତମାନ ସୁଦ୍ଧା କୌଣସି ମାମଲ ରୁଜୁ  ହୋଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos