ଏନ୍‌ଏସି ଫାଟକରେ ତାଲା ପକାଇଲେ ସଫେଇ କର୍ମଚାରୀ

କଣ୍ଟାବାଞ୍ଜି(ସୁରୁଦାସ ବାଗ): ସ୍ୱଚ୍ଛତାକୁ ସମଗ୍ର ଦେଶରେ ଗୁରୁତ୍ୱ ଦିଆଯାଉଛି। ହେଲେ ସ୍ୱଚ୍ଛତାର ଏହି ସଂଗ୍ରାମରେ ସିପାହୀ ସାଜିଥିବା ସଫେଇ କର୍ମଚାରୀଙ୍କୁ ଉଚିତ ନ୍ୟାୟ ମିଳୁନି। ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏପରି ଅଭିଯୋଗ କଣ୍ଟାବାଞ୍ଜି ଏନ୍‌ଏସି କର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି। ଏହାର ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଏନ୍‌ଏସି ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ମଧ୍ୟ ଧାରଣାରେ ବସିଥିବା ଜଣାପଡ଼ିଛି। […]

swepeer-are-protest-in-front-of-kantabanjhi-nac-office

Manoranjan Sial
  • Published: Thursday, 29 August 2019
  • Updated: 29 August 2019, 06:54 PM IST

Sports

Latest News

କଣ୍ଟାବାଞ୍ଜି(ସୁରୁଦାସ ବାଗ): ସ୍ୱଚ୍ଛତାକୁ ସମଗ୍ର ଦେଶରେ ଗୁରୁତ୍ୱ ଦିଆଯାଉଛି। ହେଲେ ସ୍ୱଚ୍ଛତାର ଏହି ସଂଗ୍ରାମରେ ସିପାହୀ ସାଜିଥିବା ସଫେଇ କର୍ମଚାରୀଙ୍କୁ ଉଚିତ ନ୍ୟାୟ ମିଳୁନି। ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏପରି ଅଭିଯୋଗ କଣ୍ଟାବାଞ୍ଜି ଏନ୍‌ଏସି କର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି। ଏହାର ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଏନ୍‌ଏସି ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ମଧ୍ୟ ଧାରଣାରେ ବସିଥିବା ଜଣାପଡ଼ିଛି।

କଣ୍ଟାବାଞ୍ଜି ଏନ୍‌ଏସିରେ ବର୍ତ୍ତମାନ ୧୦୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କୁ ସେମାନଙ୍କ ବକେୟା ଅର୍ଥ ମିଳୁନି। କାର୍ଯ୍ୟରେ ନିୟୋଜିତ ଥିବା ବେଳେ କୌଣସି ସଫେଇ କର୍ମଚାରୀଙ୍କ ମୃତ୍ୟୁ ହେଲେ, ତାଙ୍କ ପରିବାରରୁ କାହାରିକୁ ନିଯୁକ୍ତି ଦିଆଯାଉନି। ଏପରି ଅନେକ ସମସ୍ୟା ଥିଲେ ସୁଦ୍ଧା ଏନ୍‌ଏସି ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର ସଫେଇ କର୍ମଚାରୀଙ୍କ କୌଣସି ଦାବି ଶୁଣୁ ନାହାନ୍ତି। ବରଂ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସଫେଇ କର୍ମଚାରୀମାନେ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏନ୍‌ଏସି ମୁଖ୍ୟ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ। ସଫେଇ କର୍ମଚାରୀଙ୍କ ଧାରଣାକୁ ବିଧାୟକ ସନ୍ତୋଷ ସିଂ ସାଲୁଜା ସମର୍ଥନ ଜଣାଇ ଧାରଣାରେ ବସିଥିଲେ। ଅଫିସ୍‌ ଭିତରକୁ କୌଣସି ଅଧିକାରୀଙ୍କୁ ଛାଡ଼ି ନଥିଲେ।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ସମ୍ପର୍କରେ ଖବର ପାଇ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ସୁଧାକର ନାଏକ ଆନ୍ଦୋଳନ ସ୍ଥଳରେ ପହଞ୍ଚି ବିଧାୟକ ସହ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପରେ ବିଧାୟକ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଲୋଚନା କରିଥିଲେ।

ବିଧାୟକ ଶ୍ରୀ ସାଲୁଜା କହିଛନ୍ତି, “ମୁଁ ବହୁତ ବର୍ଷ ପୂର୍ବରୁ ଏନ୍‌ଏସି ଅଧ୍ୟକ୍ଷ ଥିଲି। ସେତେବେଳେ କର୍ମଚାରୀଙ୍କ ସବୁ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରୁଥିଲି। ଏଠିକାର କର୍ମଚାରୀମାନେ ମୋର ପରିବାର ସଦସ୍ୟ ପରି ଥିଲେ। ଆଜି ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏଥିରୁ ଭାବିବି ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି ଅର୍ଥ ମୋତେ ଦୁର୍ବ୍ୟବହାର କରାଯାଉଛି। ତେଣୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପକୁ ଦୃଢ ଭାବେ ନିନ୍ଦା କରୁଛି। ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ।”

ସଫେଇ କର୍ମଚାରୀଙ୍କୁ ଆରସିପି, ଏରିଅର, ଗ୍ରେଡ ପେ, ସପ୍ତମ ବେତନ, ମୃତ କର୍ମଚାରୀଙ୍କ ସ୍ଥାନରେ ତାଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତ କରିବା ସହ ନୁଆଁଖାଇ ପାଇଁ ଅଗ୍ରୀମ ଦରମା ଦେବାକୁ ଦାବି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story