ରାଜ୍ୟରେ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ଜାରି କଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ଜାରି କରିଛି କଂଗ୍ରେସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାମ୍ୱାଦିକ ସମ୍ୱିଳନୀ କରି ଶ୍ୱେତପତ୍ର ଜାରି କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମରୁଡି ଓ ଚାଷୀ ଆତ୍ମହତ୍ୟା ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସରକାରଙ୍କ ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟର ୧୧୧ ଜଣ ଚାଷୀ ଏଯାଏଁ ଆତ୍ମହତ୍ୟା କରିଥିବା ପ୍ରସାଦ କହିଛନ୍ତି। […]

congress

congress

Rakesh Mallick
  • Published: Friday, 20 November 2015
  • Updated: 20 November 2015, 04:02 PM IST

Sports

Latest News

congressଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ଜାରି କରିଛି କଂଗ୍ରେସ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାମ୍ୱାଦିକ ସମ୍ୱିଳନୀ କରି ଶ୍ୱେତପତ୍ର ଜାରି କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ମରୁଡି ଓ ଚାଷୀ ଆତ୍ମହତ୍ୟା ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସରକାରଙ୍କ ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟର ୧୧୧ ଜଣ ଚାଷୀ ଏଯାଏଁ ଆତ୍ମହତ୍ୟା କରିଥିବା ପ୍ରସାଦ କହିଛନ୍ତି। ମରୁଡି ସ୍ଥିତି ନେଇ ରାଜ୍ୟ ସରକାର ତୁରନ୍ତ ଶ୍ୱେତପତ୍ର ଜାରି କରିବାକୁ ସେ ଦାବି କରିଛନ୍ତି। ସେହିପରି ମରୁଡି ଅଞ୍ଚଳରେ ସଂପୂର୍ଣ୍ଣ ଋଣ ଛାଡ଼, ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଏବଂ ଖଜଣା ଓ ଜଳକର ଛାଡ଼ ଲାଗି ଦାବି କରିଛନ୍ତି ପ୍ରସାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story