ଧୂମାମରା ଜମି କେଳେଙ୍କାରୀ ମାମଲାରେ ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ଗଲା

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଧୂମାମରା ଜମି କେଳେଙ୍କାରୀ ମାମଲାରେ ତହସିଲ୍‌ ଅଫିସ୍‌ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁଙ୍କ ଚାକିରି ଗଲା। ଜମି କେଲେଙ୍କାରୀରେ ସଂପୃକ୍ତି ଅଭିଯୋଗରେ ସନ୍ତୋଷକୁ ଚାକିରିରୁ ବାହାର କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ। ଧୂମାମରା ଜମି କେଳେଙ୍କାରୀ ଘଟଣାକୁ ନେଇ ଲଗାତାର ଭାବେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡ୍‌ରେ ଜିଲ୍ଲା ପୁଲିସ ଓ ପ୍ରଶାସନ।  ପୂର୍ବରୁ ଏହି କେଲେଙ୍କାରୀରେ ବଲାଙ୍ଗିର […]

Balangir

Balangir

Manoranjan Sial
  • Published: Friday, 15 July 2022
  • Updated: 15 July 2022, 03:40 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଧୂମାମରା ଜମି କେଳେଙ୍କାରୀ ମାମଲାରେ ତହସିଲ୍‌ ଅଫିସ୍‌ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସନ୍ତୋଷ ସ୍ୱାଇଁଙ୍କ ଚାକିରି ଗଲା। ଜମି କେଲେଙ୍କାରୀରେ ସଂପୃକ୍ତି ଅଭିଯୋଗରେ ସନ୍ତୋଷକୁ ଚାକିରିରୁ ବାହାର କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ।

ଧୂମାମରା ଜମି କେଳେଙ୍କାରୀ ଘଟଣାକୁ ନେଇ ଲଗାତାର ଭାବେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡ୍‌ରେ ଜିଲ୍ଲା ପୁଲିସ ଓ ପ୍ରଶାସନ।  ପୂର୍ବରୁ ଏହି କେଲେଙ୍କାରୀରେ ବଲାଙ୍ଗିର ତହସିଲଦାର ମଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ ନିଲମ୍ୱିତ କରିଥିଲେ ରାଜ୍ୟ ସରକାର। ଏଥିସହିତ ତହସିଲ ଅଫିସର ରେକର୍ଡ କିପର ମକରଧ୍ୱଜ କାଲସାଏ ଓ ସବ ରେଜିଷ୍ଟ୍ରାର ଅଫିସର ପୂର୍ବତନ କିରାଣୀ ଦୀପକ ବାଗଙ୍କ ସହିତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗିର ସଦର ଥାନା ପୁଲିସ୍‌।

ଗୁରୁବାର ଜମି ମାଫିଆ ଟିମନ କୁମ୍ଭାର ଗିରଫ ହୋଇଥିଲା। ଆଗକୁ ଗିରଫଦାରୀ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଅନ୍ୟପଟେ ଜଣେ ଜଣେ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରୀ ହେଉଛି। ସରକାରୀ ଅଧିକାରୀ, କର୍ମଚାରୀ ଓ ଜମି ମାଫିଆ ମିଳିମିଶି ଜମି କେଳେଙ୍କାରୀ କରୁଥିବା ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story