ଟଙ୍କା ଦାଖଲ କରିବାକୁ ତିରୁପତିଙ୍କୁ ମିଳିଲା ଆଉ ଦୁଇ ସପ୍ତାହ

ଭୁବନେଶ୍ୱର: ହାଇଟେକ ଜମି ଠକେଇ ମାମଲାରେ ଆଜି ସୁପ୍ରିମକୋର୍ଟ ତିରୁପତି ପାଣିଗ୍ରାହୀଙ୍କ ଜାମିନ ରଦ୍ଧ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ ଜାମିନ ନେଇ ଟଙ୍କା ଦାଖଲ ଲାଗି ତିରୁପତିଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଠାରୁ  ଆଉ ଦୁଇ ସପ୍ତାହ ସମୟ ନେଇଛନ୍ତି। ତିରୁପତି ତାଙ୍କ ଶିକ୍ଷାନୁଷ୍ଠାନ ବିକ୍ରି କରି ଏହି ଅର୍ଥ ଜମା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ତିରୁପତିଙ୍କ ସର୍ତ୍ତମୂଳକ ଜାମିନ୍ ବାବଦକୁ ବାକିଥିବା ଟଙ୍କା ଦୁଇ ସପ୍ତାହରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ […]

supreme

supreme

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:12 AM IST

Sports

Latest News

ଭୁବନେଶ୍ୱର: ହାଇଟେକ ଜମି ଠକେଇ ମାମଲାରେ ଆଜି ସୁପ୍ରିମକୋର୍ଟ ତିରୁପତି ପାଣିଗ୍ରାହୀଙ୍କ ଜାମିନ ରଦ୍ଧ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ ଜାମିନ ନେଇ ଟଙ୍କା ଦାଖଲ ଲାଗି ତିରୁପତିଙ୍କ ଓକିଲ ସୁପ୍ରିମକୋର୍ଟଙ୍କ ଠାରୁ  ଆଉ ଦୁଇ ସପ୍ତାହ ସମୟ ନେଇଛନ୍ତି।

ତିରୁପତି ତାଙ୍କ ଶିକ୍ଷାନୁଷ୍ଠାନ ବିକ୍ରି କରି ଏହି ଅର୍ଥ ଜମା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ତିରୁପତିଙ୍କ ସର୍ତ୍ତମୂଳକ ଜାମିନ୍ ବାବଦକୁ ବାକିଥିବା ଟଙ୍କା ଦୁଇ ସପ୍ତାହରେ ଦାଖଲ କରିବାକୁ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିଲେ। ଏହା ପରେ ହାଇଟେକ ଗ୍ରୁଫ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କୁ ମହଲତ ମିଳିଥିଲା । ତିରୁପତି ପାଣିଗ୍ରାହୀ ଜମାକାରୀଙ୍କୁ ୬୩ କୋଟି ୫୫ ଲକ୍ଷ ଟଙ୍କା ଫେରାଇବାକୁ ରାଜି ହେବା ପରେ ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ।

ଜାମିନରେ ମୁକିଳିବା ବେଳେ ସେ ୧୦ କୋଟି  ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୦ କୋଟି ଦାଖଲ କରିଥିଲେ। ତେବେ ଆହୁରି ୪୩ କୋଟି ୫୫ ଲକ୍ଷ ଟଙ୍କା ଜମା କରିନାହାନ୍ତି। ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଜମି ଓ ପ୍ଲଟ ଯୋଗାଇଦେବା ନାଁରେ ହାଇଟେକ ଗ୍ରୁଫ ପ୍ରାୟ ୩୧୫ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା।

ଏନେଇ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ମାମଲା ରୁଜୁ ପରେ ୨୦୧୨ ଡିସେମ୍ବର ୨୫ରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ୬୩ କୋଟି ୫୫ ଲକ୍ଷ ଟଙ୍କାର ଦାଖଲ ପାଇଁ ରାଜିହେବା ପରେ ତାଙ୍କୁ ସୁପ୍ରିମ କୋର୍ଟ ସର୍ତ୍ତମୂଳକ ଜାମିନ୍ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story