ସୁର-ତାରାଙ୍କ ହିସାବ ଏପଟସେପଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ନେତା ସୁର ରାଉତରାୟଙ୍କ ଆକଳ ନାଁ। ହେଲେ ତାରାବାହିନୀ ପତିଙ୍କ ଗଣିତ କହୁଛି ହଁ। ଅର୍ଥାତ ସୁର ରାଉତରାୟଙ୍କ ହିସାବରେ ବିଜେପୁରରେ କଂଗ୍ରେସ ହାରୁଥିବା ବେଳେ ତାରାବାହିନୀ ପତି କହିଛନ୍ତି କଂଗ୍ରେସ ଜିତିବ। ଗତକାଲି ବିଜେପୁରରେ ଭୋଟ୍‌ ସରିଥିବା ବେଳେ ଆଜି ଏମିତି ଦୃଢ଼କ୍ତି ପ୍ରକାଶ କରିଛନ୍ତି  ତାରାବାହିନୀପତି । ସେ କହିଛନ୍ତି ଯେ, ମୁଁ ବିଜେପୁରକୁ ଯାଇଥିଲି। ଅଧିକ ପୁଲିଂ ହେଲେ ସରକାରୀ ଦଳକୁ କେବେ ଶୁଭଙ୍କର ନୁହଁ। କଂଗ୍ରେସ ଦଳ ଟଙ୍କା […]

3214

3214

Tapas Behera
  • Published: Tuesday, 22 October 2019
  • Updated: 22 October 2019, 04:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସ ନେତା ସୁର ରାଉତରାୟଙ୍କ ଆକଳ ନାଁ। ହେଲେ ତାରାବାହିନୀ ପତିଙ୍କ ଗଣିତ କହୁଛି ହଁ। ଅର୍ଥାତ ସୁର ରାଉତରାୟଙ୍କ ହିସାବରେ ବିଜେପୁରରେ କଂଗ୍ରେସ ହାରୁଥିବା ବେଳେ ତାରାବାହିନୀ ପତି କହିଛନ୍ତି କଂଗ୍ରେସ ଜିତିବ। ଗତକାଲି ବିଜେପୁରରେ ଭୋଟ୍‌ ସରିଥିବା ବେଳେ ଆଜି ଏମିତି ଦୃଢ଼କ୍ତି ପ୍ରକାଶ କରିଛନ୍ତି  ତାରାବାହିନୀପତି । ସେ କହିଛନ୍ତି ଯେ, ମୁଁ ବିଜେପୁରକୁ ଯାଇଥିଲି। ଅଧିକ ପୁଲିଂ ହେଲେ ସରକାରୀ ଦଳକୁ କେବେ ଶୁଭଙ୍କର ନୁହଁ। କଂଗ୍ରେସ ଦଳ ଟଙ୍କା ଖର୍ଚ୍ଚ ନକଲେ ମଧ୍ୟ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ଭୋଟ୍‌ ଦେଇଛନ୍ତି।

ଆମର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର ସମସ୍ତେ ବହୁ ପରିଶ୍ରମ କରିଛୁ। ତେବେ କଂଗ୍ରେସ ପାଇଁ ଭଲ ଭୋଟ୍‌ ହୋଇଛି। ବିଜେଡି ଯାହା ଭାବୁଛି ଆମେ ଅତ୍ୟଧିକ ଭୋଟ୍‌ରେ ଜିତିବୁ ତାହା ହୋଇନି। ସେଇଟା ବୁମେରାଂ ହେବ। ବିଜେପୁରରେ କଂଗ୍ରେସ ଜିତିବ। ବିଜେପି ଓ ବିଜେଡି ସେମିତି କିଛି ଆଶାପୂର୍ଣ୍ଣ ଭୋଟ୍‌ ପାଇ ନାହାନ୍ତି। ପ୍ରତ୍ୟେକ ଘରେ ସେଠାରେ ଭୋଟ୍ ପିଛା ହଜାରେ ଟଙ୍କା ଦିଆଯାଇଛି। ସେଥିରେ ଆମର କିଛି ଫରକ ପଡ଼ିନି। ଆମେ କମ୍‌ ଖର୍ଚ୍ଚ କରିଛୁ ହେଲେ କଂଗ୍ରେସ ବହୁତ ଭଲ କରିଛି। ଅଳ୍ପ ବ୍ୟବଧାନ ହେଲେ ମଧ୍ୟ ଆମେ ନିଶ୍ଚିତଭାବେ ଜିତିବୁ ବୋଲି ଆଶା ରଖିଛୁ। ତେବେ ନିର୍ବାଚନର କିଛି ଦିନ ପୂର୍ବରୁ ସୁର ରାଉତରାୟ ବିଜେପୁରକୁ ପ୍ରଚାର ପାଇଁ ଯାଇଥିଲେ।

ଆଉ ଲଢ଼େଇ ପୂର୍ବରୁ ହାତ ମଧ୍ୟ ଟେକିଦେଇଥିଲେ। କହିଥିଲେ ''ମୁଁ ଏଠାରେ ତିନି ଚାରି ଦିନ ହେଲା ବୁଲୁଛି। ପ୍ରଚାର କରୁଛି। କିନ୍ତୁ କଂଗ୍ରେସ ଏଠି ଜିତିଲା ଭଳି ଲାଗୁନି। ଏବେ ନବୀନ ପଟ୍ଟନାୟକଙ୍କ ଜମାନା ଚାଲିଛି। ବିଜେପୁରରେ ସେ ଯେତିକି ପତାକା ଲଗାଇଛନ୍ତି ଆମେ ସାତ ଜନ୍ମରେ ପାରିବୁନି। ଯେତିକି ପୋଷ୍ଟର ମାରିଛନ୍ତି ଆମେ ୨୦ ଜନ୍ମରେ ଦେଖିବୁନି। ସବୁ ପଇସା ଏବେ ମୋଦୀ ଏବଂ ନବୀନଙ୍କ ପାଖରେ। ଆମ ପାଖରେ ପଇସା ନାହିଁ। ବିନା ପଇସାରେ ନିର୍ବାଚନ ଜିତି ହବନି। ଆମେ ଏଠାରେ ହାରିବୁ। କାହିଁକି ବଡ଼ ବଡ଼ କଥା କହିବୁ ବୋଲି ସୁର କହିଥିଲେ।  ତେବେ ଆସନ୍ତା ୨୪ରେ ବିଜେପୁର ଫଳାଫଳ ଆସିବାକୁ ଥିବା ବେଳେ କାହା ହିସାବ ଠିକ୍‌ ହେଉଛି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story