ତଥାଗତଙ୍କ କୁକୁର ଗୁଲୁ-ସମଝଦାରଙ୍କୁ ଇସାରା କାଫି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତର ବିଶିଷ୍ଟ ରାଜନେତା ତଥା ଲେଖକ ଶଶି ଥରୁରଙ୍କ ଇଂଲିଶକୁ  ବୁଝିବାବେଳେ ଯେମିତି ଅନେକଙ୍କ ମୁଣ୍ଡ ଘୂରାଇ ଦିଏ, ସେମିତି ବିଶିଷ୍ଟ ରାଜନେତା ତଥା ସଂପାଦକ ତଥାଗତ ସତପଥୀଙ୍କ ଲେଖା ବି ସେମିତି ଅନେକ ସମୟରେ ବୁଝିବା କଷ୍ଟକର ହୋଇପଡ଼େ। ସମ୍ପାଦକରୁ ରାଜନେତା ଓ ପରେ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ତଥାଗତଙ୍କ ଏକ ଫଟୋ ସହ ଟ୍ୱିଟ୍‌ ଏବେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସମଝଦାରଙ୍କୁ ଇଶାରା କାଫି ଭଳି  ତଥାଗତଙ୍କ […]

tathagata-1

tathagata-1

Tapas Behera
  • Published: Monday, 09 March 2020
  • Updated: 14 March 2020, 10:41 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତର ବିଶିଷ୍ଟ ରାଜନେତା ତଥା ଲେଖକ ଶଶି ଥରୁରଙ୍କ ଇଂଲିଶକୁ  ବୁଝିବାବେଳେ ଯେମିତି ଅନେକଙ୍କ ମୁଣ୍ଡ ଘୂରାଇ ଦିଏ, ସେମିତି ବିଶିଷ୍ଟ ରାଜନେତା ତଥା ସଂପାଦକ ତଥାଗତ ସତପଥୀଙ୍କ ଲେଖା ବି ସେମିତି ଅନେକ ସମୟରେ ବୁଝିବା କଷ୍ଟକର ହୋଇପଡ଼େ। ସମ୍ପାଦକରୁ ରାଜନେତା ଓ ପରେ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ତଥାଗତଙ୍କ ଏକ ଫଟୋ ସହ ଟ୍ୱିଟ୍‌ ଏବେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସମଝଦାରଙ୍କୁ ଇଶାରା କାଫି ଭଳି  ତଥାଗତଙ୍କ ଏହି ଟ୍ୱିଟ୍‌ର ଅର୍ଥ କଣ ଏବଂ ଏଥିରେ କାହାକୁ ଟାର୍ଗେଟ କରାଯାଇଛି ତାହା ଆଦୌ ଅଛପା ନୁହେଁ। ଏକ କୁକୁରର ଫଟୋ ପୋଷ୍ଟ କରି(ବୋଧ ହୁଏ ଏହା ତାଙ୍କର ପୋଷା କକୁର ହୋଇଥିବ) ତଥାଗତ ଲେଖିଛନ୍ତି ଯେ, ଆରଏସ୍‌ ପାଇଁ ମୁଁ ଗୁଲୁକୁ ସମର୍ଥନ କରେ। ବ୍ରାକେଟରେ ‘ସତପଥୀ’ ଉଲ୍ଲେଖ ଅଛି। ମୋତେ ବିଶ୍ୱାସ କରନ୍ତୁ ସେ ଖୁବ୍‌ ବିଶ୍ୱସ୍ତ ଓ ଗେହ୍ଲା ଏବଂ ବନ୍ଧୁ ମଧ୍ୟ। ଭାରତର ଯେକୌଣସି ରାଜନୈତିକ ଦଳ ରାଜ୍ୟସଭା ପାଇଁ ବାଛିଥିବା ସାଂସଦଙ୍କ ତୁଳନାରେ ସେ ବିଶ୍ୱସ୍ତତମ।

ମଜାଦାର କଥା ହେଉଛି ଏହି ଟ୍ୱିଟ୍‌ଟି ପଲଟିକାଲ ମାର୍କା ହୋଇଥିବା ବେଳେ ସାମ୍ପ୍ରତିକ ରାଜନୀତି ପ୍ରତି ବେଶ ପ୍ରାସଙ୍ଗିକତା ରଖେ। ଖାଲି ସେତିକି ନୁହେଁ ରାଜନୈତିକ ଦଳଗୁଡ଼ିକ ପ୍ରତି ଏହା ଏକ ଶକ୍ତ ବାଣ ମଧ୍ୟ। ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ତଥାଗତ ଏମିତି ଗୋଟିଏ ବାଣ ମାରିଛନ୍ତି ଯେ, ଏହା ଆଗରେ ବ୍ରହ୍ମାସ୍ତ୍ର ମଧ୍ୟ ଫିକା ପଡ଼ିଯିବ। ତେବେ ରାଜନୀତିରେ ବିଶ୍ୱାସ ଶବ୍ଦଟି କେବେଠାରୁ ଗୌଣ ହୋଇଯାଇଥିବାବେଳେ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ କୁକୁରର ଫଟୋକୁ ପୋଷ୍ଟ କରି ତଥାଗତ କେଉଁ ବାର୍ତ୍ତା ଦେବାକୁ ଚାହୁଛନ୍ତି ତାହା ଅବଶ୍ୟ ସମସ୍ତେ ବେଶ ବୁଝିପାରୁଥିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story