ଛାତ୍ରୀଙ୍କ ଦେହରେ ହାତ ମାରିଦେଲେ ବିଜ୍ଞାନ ସାର୍‌

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଶିକ୍ଷାର ମନ୍ଦିରରେ ଶାଳୀନତାର ଗଣିତ ବିଗାଡ଼ିଛନ୍ତି ଜଣେ ବିଜ୍ଞାନ ସାର୍‌। ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଏକୁଟିଆ ଡାକି ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ଲଗାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସାର୍‌ଙ୍କୁ କେବଳ ଯେ ଅପଦସ୍ଥ ହେବାକୁ ପଡ଼ିଛି ତା ନୁହେଁ, ତାଙ୍କୁ ଥାନାକୁ ଯିବାକୁ ପଡ଼ିଛି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ବିଜ୍ଞାନ ସାର୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂରା ଘଟଣା […]

rape

rape

Manoranjan Sial
  • Published: Tuesday, 16 July 2019
  • Updated: 16 July 2019, 06:11 PM IST

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଶିକ୍ଷାର ମନ୍ଦିରରେ ଶାଳୀନତାର ଗଣିତ ବିଗାଡ଼ିଛନ୍ତି ଜଣେ ବିଜ୍ଞାନ ସାର୍‌। ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଏକୁଟିଆ ଡାକି ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ଲଗାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସାର୍‌ଙ୍କୁ କେବଳ ଯେ ଅପଦସ୍ଥ ହେବାକୁ ପଡ଼ିଛି ତା ନୁହେଁ, ତାଙ୍କୁ ଥାନାକୁ ଯିବାକୁ ପଡ଼ିଛି। ଆଜି ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ବିଜ୍ଞାନ ସାର୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ପୂରା ଘଟଣା ଏମିତି। ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଥିବା ଏକ ହାଇସ୍କୁଲର ଅଷ୍ଟମ ଶ୍ରେଣୀରେ ପାଠ ପଢ଼ା ଚାଲିଥିଲା। ବିଜ୍ଞାନ ଶିକ୍ଷକ କ୍ଳାସ ନେଉଥିଲେ। କ୍ଲାସ୍‌ ସରିବା ପରେ ବିଜ୍ଞାନ ଶିକ୍ଷକ ଛାତ୍ରୀଙ୍କୁ ଏକୁଟିଆ ଡାକି ତାଙ୍କ ଦେହରେ ହାତ ମାରିଥିଲେ। ଯାହାକୁ ଛାତ୍ରୀ ବିରୋଧ କରିଥିଲେ। ଖେଳ ଛୁଟି ସମୟରେ ଛାତ୍ରୀ ଘରକୁ ଆସି ଏହି ଘଟଣା ସମ୍ପର୍କରେ ତାଙ୍କ ମାଆଙ୍କୁ କହିଥିଲେ। ଏହା ପରେ ଛାତ୍ରୀଙ୍କ ଅଭିଭାବକ ଓ ଗାଁ ଲୋକେ ସ୍କୁଲରେ ପହଞ୍ଚି ସମ୍ପୃକ୍ତ ଶିକ୍ଷକଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ସମ୍ପୃକ୍ତ ବିଜ୍ଞାନ ଶିକ୍ଷକ ଜଣକ ସେମାନଙ୍କୁ ଭୁଲ ମାଗିଥିଲେ। ଏହା ସତ୍ତ୍ୱେ ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ବିଜ୍ଞାନ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନାରୁ ପ୍ରକାଶ, ବିଜ୍ଞାନ ସାର୍‌ ପୂର୍ବରୁ ମଧ୍ୟ ସମ୍ପୃକ୍ତ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ତାଙ୍କୁ ଏକୁଟିଆ ପାଇ କୁଣ୍ଢାଇ ପକାଉଥିଲେ। ଏ ସମ୍ପର୍କରେ କାହାକୁ କହିଲେ ପରୀକ୍ଷାରେ ମାର୍କ କମାଇଦେବେ ବୋଲି ଧମକ ଦେଉଥିଲେ। ଯେଉଁଥିପାଇଁ ଛାତ୍ରୀ ଜଣକ ଭୟ ଓ ଲୋକ ଲଜ୍ଜାରେ ସବୁ ସହି ଯାଉଥିଲା। ତେବେ ଆଜି ପରିସ୍ଥିତି ଅସମ୍ଭାଳ ହେବାରୁ ସେ ପରିବାର ଲୋକଙ୍କୁ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story